ସୁଦର୍ଶନ ସେତୁ ଲୋକାର୍ପିତ, ଦେଖନ୍ତୁ କିଛି ଫଟୋ

Last Update: Sunday, 25 February 2024
Sudarshan Setu

ସୁଦର୍ଶନ ବ୍ରିଜ୍ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Sudarshan Bridge

ସୁଦର୍ଶନ ସେତୁ- ଦେଶର ସବୁଠୁ ବଡ଼ ଏହି କେବଲ୍-ଷ୍ଟେଡ୍‌ ‍ବା କେବଲ୍ ଆଧାରିତ ବ୍ରିଜ୍‌ର ଲମ୍ବ ହେଉଛି ୨ କିଲୋମିଟର ୩୦୦ ମିଟର

Sudarshan Setu

ସୁଦର୍ଶନ ସେତୁ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୯୮୦ କୋଟି ଟଙ୍କା।

Sudarshan Setu

ଗୁଜରାଟର ଦ୍ୱାରକାରେ ନିର୍ମାଣ ହୋଇଛି ଏହି ବ୍ରିଜ୍‌। ଓଖା ଓ ବେଟ୍ ଦ୍ୱାରକା (ବେୟଟ ଦ୍ୱାରକା) ଦୀପକୁ ସଂଯୋଗ କରୁଛି ଏହି ସେତୁ।

PM Modi

ସୁଦର୍ଶନ ସେତୁର ଲୋକାର୍ପଣ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

PM Modi

ସୁଦର୍ଶନ ସେତୁ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୭ରେ ଏହି ସେତୁ ପାଇଁ ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ।

Sudarshan Setu

ରାତିରେ ସୁଦର୍ଶନ ସେତୁ

Trending

Photos

Videos