Sudarshan Setu
Advertisment
/odisha-reporter/media/post_attachments/uploadimage/library/16_9/16_9_0/IMAGE_1708844743.jpg)
1/7
ସୁଦର୍ଶନ ବ୍ରିଜ୍ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
/odisha-reporter/media/post_attachments/uploadimage/library/16_9/16_9_0/IMAGE_1708845262.jpg)
2/7
ସୁଦର୍ଶନ ସେତୁ- ଦେଶର ସବୁଠୁ ବଡ଼ ଏହି କେବଲ୍-ଷ୍ଟେଡ୍ ବା କେବଲ୍ ଆଧାରିତ ବ୍ରିଜ୍ର ଲମ୍ବ ହେଉଛି ୨ କିଲୋମିଟର ୩୦୦ ମିଟର
/odisha-reporter/media/post_attachments/uploadimage/library/16_9/16_9_0/IMAGE_1708845330.jpg)
3/7
ସୁଦର୍ଶନ ସେତୁ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୯୮୦ କୋଟି ଟଙ୍କା।
/odisha-reporter/media/post_attachments/uploadimage/library/16_9/16_9_0/IMAGE_1708845391.jpg)
4/7
ଗୁଜରାଟର ଦ୍ୱାରକାରେ ନିର୍ମାଣ ହୋଇଛି ଏହି ବ୍ରିଜ୍। ଓଖା ଓ ବେଟ୍ ଦ୍ୱାରକା (ବେୟଟ ଦ୍ୱାରକା) ଦୀପକୁ ସଂଯୋଗ କରୁଛି ଏହି ସେତୁ।
/odisha-reporter/media/post_attachments/uploadimage/library/16_9/16_9_0/PM_Modi_1708845454.jpg)
5/7
ସୁଦର୍ଶନ ସେତୁର ଲୋକାର୍ପଣ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
/odisha-reporter/media/post_attachments/uploadimage/library/16_9/16_9_0/PM_Modi_1708845517.jpg)
6/7
ସୁଦର୍ଶନ ସେତୁ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୭ରେ ଏହି ସେତୁ ପାଇଁ ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ।
/odisha-reporter/media/post_attachments/uploadimage/library/16_9/16_9_0/IMAGE_1708845555.jpg)
7/7
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us