Advertisment

Crime ; ରାଣୀ ମହୁମାଛି ‘ଦି’ ଭଉଣୀ

ଦେଖିବାକୁ ଚିକଣ ଚେହେରା, ଗ୍ଲାମରସ ଲୁକ। ଯୁବକ ତ ଯୁବକ ବୁଢା ଦେଖିଲେ ବି ଫିଦା ହେଇଯିବେ। ସେଇ ସୁନ୍ଦରୀ ଚେହେରାଳୁ ଆଳ କରି ଏ ଦି’ ଭଉଣୀ ଧୁମ୍ ଖେଳ କଲେ। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସହରରେ ବିୟୁଟିସିଆନ ଭାବେ ଏମାନଙ୍କ ବେଶ୍ ଭଲ ପରିଚୟ ବି ଥିଲା।

sISTERS
Advertisment

ଦେଖିବାକୁ ଚିକଣ ଚେହେରା, ଗ୍ଲାମରସ ଲୁକ। ଯୁବକ ତ ଯୁବକ ବୁଢା ଦେଖିଲେ ବି ଫିଦା ହେଇଯିବେ। ସେଇ ସୁନ୍ଦରୀ ଚେହେରାଳୁ ଆଳ କରି ଏ ଦି’ ଭଉଣୀ ଧୁମ୍ ଖେଳ କଲେ। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସହରରେ ବିୟୁଟିସିଆନ ଭାବେ ଏମାନଙ୍କ ବେଶ୍ ଭଲ ପରିଚୟ ବି ଥିଲା। ହେଲେ କିଏ ଜାଣିଥିଲା, ଏ ରୂପ ଦେଖାଇ ସେମାନେ ଅନେକ ଯୁବତୀଙ୍କୁ ଏମିତି ରୂପଯିବି କରିଦେବେ ବୋଲି ?

Advertisment

ହଁ ଆପଣ ଠିକ୍ ବୁଝିଲେ, ଏମାନେ ବିୟୁଟିପାର୍ଲର ନାଁରେ ଦେହ ବ୍ୟବସାୟ ଚଳାଉଥିଲେ। ଚାକିରିର ପ୍ରଲୋଭନ ଦେଇ ହିନ୍ଦୁ ଝିଅଙ୍କୁ ଟାର୍ଗେଟ କରୁଥିଲେ। ଆଉ ତା ପରେ ନିଶା ଦେଇ ଗଣ ଦୁର୍ଷମ କରାଇ, ଭିଡିଓ ଉତ୍ତୋଳନ କରୁଥିଲେ। ଗ୍ରାମାଞ୍ଚଳରୁ ଭୋପାଳ ପାଠ ପଢିବାକୁ ଆସୁଥିବା ଗରିବ ହିନ୍ଦୁ ଝିଅଙ୍କୁ ଧର୍ମାନ୍ତରଣ ପାଇଁ ବଡ ଷଡଯନ୍ତ୍ର ଚାଲିଥିଲା। ପୁଲିସ ମାଡି ବସିଲା। ସବୁ ସିଲ୍ କରିଦେଲା।   

ଏ ହେଉଛନ୍ତି ଭୋପାଳ ବାଗସେବନିଆ ସାଗର ରୟାଲ ଭିଲାରେ ରହୁଥିବା ଅମରିନ ଓରଫ ମାହିରା ଓ ତାଙ୍କ ଭଉଣୀ ଅଫରିନ। ଯିଏ ନିଜର ପୁରୁଷବନ୍ଧୁ ଚନ୍ଦନ ଯାଦବଙ୍କ ସହ ଏ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିଲା। ଆଉ ଏମାନଙ୍କ ପାପର ମୂକସାକ୍ଷୀ ହେଉଛି ଏହି ରୟାଲ ଭିଲାର ସି ଷ୍ଟାର ବିଲଡିଂ ପ୍ଲଟ ନଂ ୩୦୧। ପାଖରେ ଥିବା ଅବ୍ବାସ ନଗର ଝୁମ୍ପୁଡିରେ ରହୁଥିବା ଏ ଦୁଇ ଭଉଣୀ ଦେହ ବ୍ୟବସାୟକୁ ପନ୍ଥା କରି ଲକ୍ଷାଧିକ ଟଙ୍କା କମେଇଛନ୍ତି। ଆଉ ତାଙ୍କ ସାଥି ଚନ୍ଦନ ମଧ୍ୟ ମୌଖିକ ଭାବେ ମୁସଲିମ୍ ଧର୍ମ ଗ୍ରହଣ କରି ସାରିଛି। 

Advertisment

ଅମରିନଙ୍କ ଘରେ ଥିବା ଚାକରାଣୀକୁ ଚନ୍ଦନ ବଳାତ୍କାର କରିଥିବା କଥା ଅଭିଯୋଗ ପରେ ଘଟଣା ସାମ୍ନାକୁ ଆସିଥିଲା। ୨ ଅଭିଯୋଗକାରି ଥିଲେ ଅନ୍ୟ ଜଣେ ବିୟୁଟିସିଆନ୍। ଯିଏ ଏହି ଗୋଷ୍ଠିର ଶିକାର ହୋଇଥିବା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସତ ଜାଣିବା ପରେ ଏବେ ସେହି ଅଞ୍ଚଳକୁ ସିଲ କରି ଦେଇଛି ଅଧିକ ତଦନ୍ତ ପାଇଁ ମାହିରା, ଅଫରିନ ଓ ଚନ୍ଦନକୁ ଗିରଫ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe