ପ୍ରାୟ ୪ ବର୍ଷ ପୂର୍ବେ ଏକ ପରିବାରର ୫ ସଦସ୍ୟଙ୍କୁ ଦେଖିଥିଲେ ପାଖପଡ଼ୋଶୀ। ଏହାପରେ ତାଙ୍କର ଆଉ କୌଣସି ସନ୍ଧାନ ମିଳି ନ ଥିଲା। ତେବେ ଦୀର୍ଘ ୪ ବର୍ଷ ପରେ ଉକ୍ତ ଘରୁ ପରିବାରର ୫ ସଦସ୍ୟଙ୍କ କଙ୍କାଳ ଉଦ୍ଧାର ହୋଇଛି। ଏପରି ଅଭାବନୀୟ ଓ ଲୋମଟାଙ୍କୁରା ଘଟଣା କର୍ଣ୍ଣାଟକର ଚିତ୍ରାଡୁର୍ଗା ଅଞ୍ଚଳରେ ଘଟିଛି। ମୃତକଙ୍କ ମଧ୍ୟରେ ବୟସ୍କ ଦମ୍ପତି, ସେମାନଙ୍କ ପୁଅ, ଝିଅ ଓ ୫୭ ବର୍ଷୀୟ ନାତି ଥିବା ଜଣାଯାଇଛି। ଉକ୍ତ ବୟସ୍କ ଦମ୍ପତିଙ୍କ ବୟସ ୮୦ରୁ ୯୦ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ଦେଖନ୍ତୁ ପୂରା ରିପୋର୍ଟ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଘରେ ଚାଲିଥିଲା ଶୋକସଭା, ଆସି ପହଞ୍ଚିଲେ ମୃତକ
ନିଖୋଜ ବ୍ୟକ୍ତିଙ୍କର ମୃତଦେହ ଚିହ୍ନଟ କରି ସତ୍କାର କରିଦେଲେ ପରିବାର ଲୋକେ। ନିଜ ଶ୍ରଦ୍ଧାଞ୍ଜଳି ସଭାକୁ ଫେରିଲେ ମୃତକ।
National
ମଣିପୁରରେ ପୁଣି କର୍ଫ୍ୟୁ, ୭ ଜିଲ୍ଲାରେ ଇଣ୍ଟରନେଟ ବନ୍ଦ
ବିଧାୟକଙ୍କ ଘରେ ପଶି ଝରକା କବାଟ ଭାଙ୍ଗିଲେ, ଜାଳିଦେଲେ ଆସବାବପତ୍ର। ଭୟଙ୍କର ହିଂସା କାରଣରୁ ମଣିପୁରକୁ ପୁଣି ଫେରିଲା କର୍ଫ୍ୟୁ, ଇଣ୍ଟରନେଟ ସେବା ବନ୍ଦ।
National
ପୂର୍ବତନ ବିଧାୟକ ତଥା ଚନ୍ଦ୍ରବାବୁ ନାଇଡୁଙ୍କ ଭାଇଙ୍କ ପରଲୋକ
ଗତ ୧୪ ତାରିଖରେ ରାମମୂର୍ତ୍ତି ନାଇଡୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
Politics
'ବାଇଡେନଙ୍କ ପରି ମୋଦିଙ୍କ ମେମୋରି ଲସ୍ ହୋଇଗଲାଣି'
ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭଳି ସ୍ମୃତିଶକ୍ତି ହରାଇ ବସିଲେଣି ବୋଲି ରାହୁଲ ଗାନ୍ଧି କହିଛନ୍ତି।
National
ଜମ୍ମୁ-କଶ୍ମୀରରେ ବେକାରୀ ହାର ଦେଶରେ ସର୍ବାଧିକ
ଜମ୍ମୁ କଶ୍ମୀରରେ ବିଭିନ୍ନ ସରକାରୀ ବିଭାଗରେ ୩ ଲକ୍ଷରୁ ଅଧିକ ପଦବୀ ଖାଲି ପଡ଼ିଛି। ତଥାପି ରାଜ୍ୟକରେ ବେକାରୀ ହାର ସମଗ୍ର ଭାରତରେ ସର୍ବାଧିକ।