ଚାର୍ଜଶିଟ୍‌ରେ ମହାଖୁଲାସା, ଜେଲ୍‌ ଭିତରୁ ଅଭିନେତ୍ରୀଙ୍କ ଯୌନ ଶୋଷଣ କରିଥିଲା ସୁକେଶ

ପୁଲିସର ଚାର୍ଜଶିଟ୍‌ ମୁତାବକ, ସୁକେଶ ଅନେକ ପ୍ରକାରର ବ୍ୟବସାୟ ଜରିଆରେ ଠକେଇ କରି କଳାଧନକୁ ଧଳା କରୁଥିଲା। କେବଳ ସେତିକି ନୁହେଁ ଜେଲ୍‌ରେ ଥାଇ ସେ ଜଣେ ଟିଭି ଅଭିନେତ୍ରୀଙ୍କ ଯୌନ ଶୋଷଣ ମଧ୍ୟ କରିଥିବା ଅଭିଯୋଗ ହୋଇଛି।

Conman sukesh chandrasekhar PhotoInternet

ମହାଠକ ସୁକେଶ ଚନ୍ଦ୍ରଶେଖର

Madhupriya Mistry
  • Published: Thursday, 26 January 2023
  • Updated: 26 January 2023, 01:47 PM IST

Sports

Latest News

ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ର ଶେଖରକୁ ନେଇ ଏକ ବଡ ଖୁଲାସା ହୋଇଛି। ଦାଖଲ ହୋଇଥିବା ୧୩୪ ପୃଷ୍ଠାର ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ରେ ମହାଠକ ଚନ୍ଦ୍ରଶେଖର ବିରୋଧରେ ବଡ ଅଭିଯୋଗ ଆଣିଛି ଦିଲ୍ଲୀ ପୁଲିସ।

ଦିଲ୍ଲୀ ପୁଲିସ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ପଟିଆଲା ହାଉସ କୋର୍ଟରେ ୧୩୪ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍‌ ଦାଖଲ କରିଛି। ଏଥିରେ କିଛି ଏଭଳି ଖୁଲାସା କରିଛି ଯାହାକୁ ନେଇ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ସୁକେଶ। ଏହି ଚାର୍ଜସିଟ୍‌ରେ ସୁକେଶର ପୂରା କଳା କାରନାମା ଉଲ୍ଲେଖ ରହିଛି।

ପୁଲିସର ଚାର୍ଜଶିଟ୍‌ ମୁତାବକ, ସୁକେଶ ଅନେକ ପ୍ରକାରର ବ୍ୟବସାୟ ଜରିଆରେ ଠକେଇ କରି କଳାଧନକୁ ଧଳା କରୁଥିଲା। କେବଳ ସେତିକି ନୁହେଁ ଜେଲ୍‌ରେ ଥାଇ ସେ ଜଣେ ଟିଭି ଅଭିନେତ୍ରୀଙ୍କ ଯୌନ ଶୋଷଣ ମଧ୍ୟ କରିଥିବା ଅଭିଯୋଗ ହୋଇଛି। ଏହାପରେ ସୁକେଶ ଲେଖି ନିଜ ସଫେଇ ଦେଇଛି।

Also Read

ଚାର୍ଜଶିଟ୍‌ରେ ଜଣେ ଟିଭି ଅଭିନେତ୍ରୀଙ୍କ ବୟାନ ମଧ୍ୟ ରହିଛି। ଯିଏ ଥରେ ତିହାଡ ଜେଲ ଭିତରେ ସୁକେଶଙ୍କୁ ଭେଟିବାକୁ ଯାଇଥିଲେ। ଚାର୍ଜଶିଟରେ ଅଭିନେତ୍ରୀ ଜଣାଇଛନ୍ତି ଯେ ଯେତେବେଳେ ସେ ତିହାଡରେ ସୁକେଶଙ୍କୁ ଭେଟିଥିଲେ ଏବଂ ତାଙ୍କ କାରରେ ବସିଥିଲେ ସେତେବେଳେ ପିଙ୍କି ଇରାନୀ ତାଙ୍କ ଆଡକୁ ୨ ହଜାର ଟଙ୍କାର ବଣ୍ଡଲ ଫିଙ୍ଗି କହିଥିଲେ, 'ୟେ ରାଖ ତେରୀ ମୁହଁ ଦିଖାଇ'। ଚାର୍ଜଶିଟରେ ପୁଲିସ କହିଛି ଯେ ପିଙ୍କି ଇରାନୀ ଜେଲ ଯିବା ପୂର୍ବରୁ ଅଭିନେତ୍ରୀଙ୍କୁ ଏକ ଲମ୍ବା ସ୍କର୍ଟ କିଣି ଦେଇଥିଲେ ଏବଂ ତାଙ୍କୁ ସର୍ବଦା ମୁଣ୍ଡ ତଳକୁ ରଖିବାକୁ କହିଥିଲେ। ଏଭଳି କରିବା ଦ୍ୱାରା ସିସିଟିଭି କ୍ୟାମେରାରେ ତାଙ୍କ ଚେହେରା ଦେଖାଯିବ ନାହିଁ।

ଅଭିନେତ୍ରୀ ଦେଇଥିବା ବୟାନ ମୁତାବକ, ଜେଲ୍‌ ଭିତରେ ସୁକେଶ ନିଜକୁ ଶେଖର ରେଡ୍ଡୀ ବୋଲି ପରିଚୟ ଦେଇଥିଲା ଆଉ କହିଥିଲା ସେ ତାମୁଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ପୁତୁରା। କେବଳ ସେତିକି ନୁହେଁ ନିଜକୁ ସନ୍‌ ଟିଭିର ମାଲିକ ବୋଲି ମଧ୍ୟ କହିଥିଲା ସେ। ଭୋଟିଂ ମେସିନ୍‌ ଟାମ୍ପରିଂ ଅଭିଯୋଗରେ ସେ ଜେଲ୍‌ରେ ବନ୍ଦୀ ଥିବା ନେଇ ଅଭିନେତ୍ରୀଙ୍କୁ କହିଥିଲା ସୁକେଶ। ଜେଲ୍‌ ଭିତରେ ହିଁ ସୁକେଶ ତାଙ୍କୁ ଆଲିଙ୍ଗନ କରିଥିବା ଅଭିନେତ୍ରୀ ଜଣକ ଅଭିଯୋଗ ମଧ୍ୟ କରିଥିଲେ।

କେବଳ ସେତିକି ନୁହେଁ ସୁକେଶ୍‌ ଓ ତାଙ୍କ ପତ୍ନୀ ଲୀନା ମାରିଆ ପଲ୍‌ ନେଟ୍‌ଫ୍ଲିକ୍ସରେ 'ଓଜର୍କ' ନାମକ ଏକ ଓ୍ୱେବ ସିରିଜ ଦେଖିଥିଲେ। ଏହାକୁ ଦେଖିବା ପରେ ଉଭୟ ଭିନ୍ନ ଭିନ୍ନ କିସମର ବ୍ୟବସାୟ ଜରିଆରେ ଠକେଇ କରି କଳା ଧନକୁ ଧଳା କରିବା କାମ ଆରମ୍ଭ କରିଥିଲେ। ଦୁହେଁ ଏଥିପାଇଁ ଭିନ୍ନ ଭିନ୍ନ ବ୍ୟବସାୟ ମଧ୍ୟ କରିଥିଲେ।

ଏହି ଠକ ଦମ୍ପତି ପ୍ରଥେମ ଏକ ସେଲୁନ ଆରମ୍ଭ କରିଥିଲେ, ଯାହାର ନାଁ ଥିଲା ନେଲ୍ ଆର୍ଟିଷ୍ଟ୍ରି। ୨୦୨୦ରୁ ୨୦୨୧ ମଧ୍ୟରେ ନେଲ୍ ଆର୍ଟିଷ୍ଟ୍ରି, ସୁପର କାର୍ ଆର୍ଟିଷ୍ଟ୍ରି, ଏଲ୍‌ଏସ୍‌ ଫିସରିଜ୍‌, ଏଲ୍‌ଏସ୍‌ ଏଜୁକେସନ, ନ୍ୟୁଜ ଏକ୍ସପ୍ରେସ ପୋଷ୍ଟ ଭଳି ଭିନ୍ନ ଭିନ୍ନ ବ୍ୟବସାୟରୁ କୋଟି କୋଟି ଟଙ୍କା ଅର୍ଜନ କରି ବ୍ୟାଙ୍କ ଆକାଉଣ୍ଟରେ ଜମା କରିଥିଲେ। ପ୍ରକୃତରେ ଏସବୁ ଇନ୍‌କମ୍‌ ଟ୍ୟାକ୍ସ, ମ୍ୟାନେଜମେଣ୍ଟ ଟ୍ୟାକ୍ସ ଭଳି ଆଇନ୍‌କୁ ଠକିବା ପାଇଁ ଥିଲା। ଏଭଳି କରି ବର୍ଷକ ମଧ୍ୟରେ ସୁକେଶ ନିଜ ପତ୍ନୀ ନାଁରେ ଥିବା ୫ଟି ଆକାଉଣ୍ଟରେ ୨୦ କୋଟିରୁ ଅଧିକ ଟଙ୍କା ଜମା କରିଥିଲା।

ଉଲ୍ଲେଖଯୋଗ୍ୟ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ସୁକେଶ ଏବେ ଦିଲ୍ଲୀର ଏକ ଜେଲ୍‌ରେ ବନ୍ଦୀ ଅଛି। ତା'ସହ ପତ୍ନୀ ଲୀନା ମାରିଆ ମଧ୍ୟ ବନ୍ଦୀ ଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story