ସୁନୟନା କେଜ୍ରିୱାଲଙ୍କ ଦେହାନ୍ତ

ସୁନୟନା ହେଉଛନ୍ତି ଶିଳ୍ପପତି ରାହୁଲ ବଜାଜଙ୍କ ଝିଅ। ତାଙ୍କ ସ୍ୱାମୀ ମନୀଷ କେଜ୍ରିୱାଲ ହେଉଛନ୍ତି କେଦାର କ୍ୟାପିଟାଲର ପ୍ରତିଷ୍ଠାତା ଓ ମ୍ୟାନେଜିଂ ପାର୍ଟନର।

Sunaina Kejriwal

ସୁନୟନା କେଜ୍ରିୱାଲ (ଫାଇଲ ଫଟୋ)

Hemant Lenka
  • Published: Monday, 07 October 2024
  • Updated: 07 October 2024, 05:03 PM IST

କମଳନୟନ ବଜାଜ ହଲ ଓ ଆର୍ଟ ଗ୍ୟାଲେରୀର ନିର୍ଦ୍ଦେଶକ ସୁନୟନା କେଜ୍ରିୱାଲ ଆଉ ନାହାନ୍ତି। ମୁମ୍ବାଇରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ୩ ବର୍ଷ ହେଲା କର୍କଟ ଭଳି ମାରାତ୍ମକ ରୋଗରେ ପୀଡ଼ିତ ଥିଲେ।

ସୁନୟନା ହେଉଛନ୍ତି ଶିଳ୍ପପତି ରାହୁଲ ବଜାଜଙ୍କ ଝିଅ। ତାଙ୍କ ସ୍ୱାମୀ ମନୀଷ କେଜ୍ରିୱାଲ ହେଉଛନ୍ତି କେଦାର କ୍ୟାପିଟାଲର ପ୍ରତିଷ୍ଠାତା ଓ ମ୍ୟାନେଜିଂ ପାର୍ଟନର। ତାଙ୍କର ଦୁଇ ପୁଅ ଆର୍ଯ୍ୟନ ଓ ନିର୍ବାଣ ପାଠ ପଢ଼ଛନ୍ତି।

Also Read

ଆର୍ଯ୍ୟମାନ କଲୋମ୍ବିଆ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ସାଇନ୍ସ ଓ ଅର୍ଥନୀତି ବିଭାଗର ଛାତ୍ର। ସାନ ପୁଅ ନିର୍ବାଣ ବମ୍ବେ ଇଣ୍ଟରନ୍ୟାଶନାଲ ସ୍କୁଲର ୭ମ ଶ୍ରେଣୀର ଛାତ୍ର।

କଳା ପ୍ରତି ସୁନୟନାଙ୍କର ବେଶ ଆଗ୍ରହ ରହିଥିଲା। ସେ ପୋଏଟ୍ରୀ, ଥିଏଟର ଓ ଟ୍ରାଭେଲ ପ୍ରତି ବେଶ ଧ୍ୟାନ ଦେଉଥିଲେ। ପୁଣେର ଏସଏନଡିଟି କଲେଜରୁ ଗ୍ରାଜ୍ୟୁଏଟ ହୋଇଥିବା ସୁନୟନା ବୟନଶିଳ୍ପରେ ଦକ୍ଷତା ହାସଲ କରିଥିଲେ। ମୁମ୍ବାଇରେ ଥିବା ସୋଫିଆ କଲେଜରେ ସେ ସ୍ଲିକ ସ୍କ୍ରିନ ପ୍ରିଣ୍ଟିଂରେ ବର୍ଷକ ପାଇଁ କୋର୍ସ କରିଥିଲେ।

କମଳନୟନ ବଜାଜ ହଲ ଓ ଆର୍ଟ ଗ୍ୟାଲେରୀର ନିର୍ଦ୍ଦେଶକ ବ୍ୟତୀତ ସେ ୱାଇପିଓ ଓ ଇଓ ପ୍ଲାଣ୍ଟିନମର ସକ୍ରିୟ ସଦସ୍ୟ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story