Advertisment

ଆକ୍ସନ ମୁଡରେ ଚନ୍ଦ୍ରବାବୁ ନାଇଡ଼ୁ ସରକାର; ଭାଙ୍ଗିଲେ ଜଗନଙ୍କ ପାର୍ଟି ଅଫିସ

ସରକାରକୁ ଫେରିବା ପରେ ଆକ୍ସନ ମୁଡରେ ତେଲୁଗ ଦେଶମ ପାର୍ଟି(ଟିଡିପି)ର ଚନ୍ଦ୍ରବାବୁ ନାଇଡ଼ୁଙ୍କ ସରକାର।

author-image
Manoj Swain

ସରକାରକୁ ଫେରିବା ପରେ ଆକ୍ସନ ମୁଡରେ ତେଲୁଗ ଦେଶମ ପାର୍ଟି(ଟିଡିପି)ର ଚନ୍ଦ୍ରବାବୁ ନାଇଡ଼ୁଙ୍କ ସରକାର। ଗୁଣଟୁର ଜିଲ୍ଲାର ତାଡେପାଲ୍ଲିରେ ଥିବା YSR କଂଗ୍ରେସ ପାର୍ଟିର ନିର୍ମାଣାଧୀନ କେନ୍ଦ୍ରୀୟ କାର୍ଯ୍ୟାଳୟକୁ ଉଚ୍ଛେଦ କରାଯାଇଇଛି। ପୂର୍ବ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ପାର୍ଟିର ଏହି ନିର୍ମାଣଧୀନ କାର୍ଯ୍ୟାଳୟକୁ ଉଚ୍ଛେଦ କରିଛି ମ୍ୟୁନିସିପାଲିଟି। ଦେଖନ୍ତୁ ପୂରା ରିପୋର୍ଟ । 

Advertisment
YSR Congress TDP Chandrababu Naidu