ଜଗନ ଯେମିତି ଭାଙ୍ଗିଥିଲେ ବାବୁ ସେମିତି ଗଡ଼ାଇଦେଲେ ! | Odisha Reporter
Advertisment
ସରକାରକୁ ଫେରିବା ପରେ ଆକ୍ସନ ମୁଡରେ ତେଲୁଗ ଦେଶମ ପାର୍ଟି(ଟିଡିପି)ର ଚନ୍ଦ୍ରବାବୁ ନାଇଡ଼ୁଙ୍କ ସରକାର। ଗୁଣଟୁର ଜିଲ୍ଲାର ତାଡେପାଲ୍ଲିରେ ଥିବା YSR କଂଗ୍ରେସ ପାର୍ଟିର ନିର୍ମାଣାଧୀନ କେନ୍ଦ୍ରୀୟ କାର୍ଯ୍ୟାଳୟକୁ ଉଚ୍ଛେଦ କରାଯାଇଇଛି। ପୂର୍ବ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ପାର୍ଟିର ଏହି ନିର୍ମାଣଧୀନ କାର୍ଯ୍ୟାଳୟକୁ ଉଚ୍ଛେଦ କରିଛି ମ୍ୟୁନିସିପାଲିଟି। ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us