ଡେପୁଟି କଲେକ୍ଟରଙ୍କୁ ଗାଳିଗୁଲଜ କରି ଅଡ଼ୁଆରେ ଆଇଏଏସ ବାବୁ

ଭିଡିଓ ଭାଇରାଲ ପରେ ତେଜସ୍ୱୀ ଯାଦବ ଚେତାବନୀ ଦେଇଛନ୍ତି।

Tejashwi Yadav Photondtv

ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ

Tapas Behera
  • Published: Saturday, 04 February 2023
  • Updated: 05 February 2023, 08:02 AM IST

Sports

Latest News

ସରକାରୀ କର୍ମଚାରୀଙ୍କୁ ଆଇଏଏସ ଅଫିସରଙ୍କ ଦୁର୍ବାବ୍ୟବହାର ନେଇ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଖପ୍ପା ହୋଇଛନ୍ତି। ଏକ ସରକାରୀ ସଭାରେ ଆଇଏଏସ ଅଫିସରଙ୍କ ଦୁର୍ବ୍ୟବହାର ଭିଡିଓ ଭାଇରାଲ ହେବା ପରେ ଏହା ଆଦୌ ସହ୍ୟ ନୁହଁ ବୋଲି ତେଜସ୍ୱୀ କହିଛନ୍ତି। ସୋଶାଲ ମିଡିଆରେ ସମ୍ପୃକ୍ତ ଆଇଏସସ ଅଫିସରଙ୍କ ସମାନ କାର୍ଯ୍ୟକ୍ରମର ଦ୍ୱିତୀୟ ଭିଡିଓ ଭାଇରାଲ  ପରେ ତେଜସ୍ୱୀ ଯାଦବ ଚେତାବନୀ ଦେଇଛନ୍ତି। ଏହି ଭିଡିଓରେ ସମ୍ପୃକ୍ତ ଆଇଏଏସ ଅଫିସର ଜଣଙ୍କ ଜଣେ ଅଧସ୍ଥନ ସକରାରୀ କର୍ମଚାଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରୁଥିବା ଦେଖିବାକୁ ମିଳିଛି।

ତେଜସ୍ୱୀ କହିଛନ୍ତି ଯେ, ମୁଁ ତାଙ୍କର ପ୍ରଥମ ଭିଡିଓଟି ଦେଖିଛି। ଆଉ ତାଙ୍କର ଏମିତି ଅସଭ୍ୟ ବ୍ୟବହାର ଆଦୌ ଗ୍ରହଣୀୟ ନୁହଁ।

Also Read

ଏହି ଭିଡିଓରେ ଆଇଏଏସ ଅଫିସର କେକେ ପାଠକ ଜଣେ ଡେପୁଟି କଲେକ୍ଟରଙ୍କ ଉପରେ ବର୍ଷିଥିଲେ। ଏହି ଭିଡିଓଟି ଭାଇରାଲ ହେବା ପରେ ବିହାର ସରକାରୀ କର୍ମଚାରୀ ସଂଘ ପକ୍ଷରୁ ସମ୍ପୃକ୍ତ ଆଇଏଏସ ଅଫିସରଙ୍କ ବିରୋଧରେ ଏତଲା ରୁଜୁ କରିଚନ୍ତି। ଏହି ଭିଡିଓକୁ ନେଇ ବିହାର ସରକାରୀ କର୍ମଚାରୀମାନେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ତୀବ୍ର ନିନ୍ଦା କରିଛନ୍ତି । ସମ୍ପୃକ୍ତ ଆଇଏଏସ ଅଫିସରଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ଭାଇରାଲ ଭିଡିଓ ଉପରେ ଅବଗତ ଅଛି। ଗତକାଲି ମୁଁ ପାଟନା ଫେରିବା ପରେ ଘଟଣା ବିଷୟରେ ଜାଣିବାକୁ ପାଇଲି। ଘଟଣାର ଅନୁଧ୍ୟାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ପରେ ସମ୍ପୃକ୍ତ ଆଇଏଏସ ଅଫିସରଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଭାଇରାଲ ହୋଇଥିବା ଭିଡିଓ ବିହାରରେ ବାବୁ ରାଜ ଚାଲିଥିବା ପ୍ରମାଣିତ କରୁଛି ବୋଲି ବିଜେପିର ରାଜ୍ୟ ନେତା ସମ୍ରାଟ ଚୌଧୁରୀ ଅଭିଯୋଗ କରିଛନ୍ତି । ଆଇଏଏସ ଅଫିସର କେକେ ପାଠକଙ୍କ ବିରୋଧରେ ସେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅଫିସର କେକେ ପାଠକ ମୁଖ୍ୟମନ୍ତ୍ରୀ ନୀତୀଶଙ୍କର ଅତି ବିଶ୍ୱସ୍ତ ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ଭିଡିଓକୁ ନେଇ ବିଭିନ୍ନ ମହଲରୁ କଡ଼ା ନିନ୍ଦା କରାଯିବା ପରେ ଆଇଏଏସ ଅଫିସର ପାଠକ ମୁହଁ ଖୋଲି ଭୁଲ ମାଗିଛନ୍ତି। ବିହାର ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ଅଛନ୍ତି ପାଠକ। ତେବେ ବୈଠକଟି ୩ ମାସ ପୂର୍ବରୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story