Advertisment

ୟାଙ୍କ ପାଇଁ ଜିତି ଚାଲିଛି କଂଗ୍ରେସ!

କଂଗ୍ରେସର କର୍ଣ୍ଣାଟକ ଅଭିଯାନ ସଫଳ ପରେ ଏବେ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଯେତିକି ଚର୍ଚ୍ଚା ଦଳର ବିଜୟ ପଛର କାରଣକୁ ନେଇ ମଧ୍ୟ ସେତିକି ଆଲୋଚନା ଆରମ୍ଭ ହୋଇଛି। ନିର୍ବାଚନରେ ଦଳର ଷ୍ଟ୍ରାଟେଜି ମେକର୍ ସୁନୀଲ କାନୁଗୋଲୁଙ୍କ କାମକୁ ନେଇ ଜାତୀୟ ଗଣମାଧ୍ୟରେ ଜୋରଦାର ଚର୍ଚ୍ଚା।

author-image
Debendra Prusty

କଂଗ୍ରେସର କର୍ଣ୍ଣାଟକ ଅଭିଯାନ ସଫଳ ପରେ ଏବେ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଯେତିକି ଚର୍ଚ୍ଚା ଦଳର ବିଜୟ ପଛର କାରଣକୁ ନେଇ ମଧ୍ୟ ସେତିକି ଆଲୋଚନା ଆରମ୍ଭ ହୋଇଛି। ନିର୍ବାଚନରେ ଦଳର ଷ୍ଟ୍ରାଟେଜି ମେକର୍ ସୁନୀଲ କାନୁଗୋଲୁଙ୍କ କାମକୁ ନେଇ ଜାତୀୟ ଗଣମାଧ୍ୟରେ ଜୋରଦାର ଚର୍ଚ୍ଚା।  

Advertisment
Congress Karnataka Karnataka Polls 2023