Advertisment

ଗୁଣ୍ଡା ହେବାକୁ ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା!

ଗ୍ୟାଙ୍ଗଷ୍ଟରଙ୍କୁ ମାରି ଡନ୍ ବନିବା ଥିଲା ମୂଳ ଲକ୍ଷ୍ୟ! ଏଫଆଇଆର କପିରେ ଅତିକ ଓ ଅଶ୍ରଫଙ୍କ ହତ୍ୟାକାରୀଙ୍କ ଦାବି। ଅନେକ ଦିନରୁ ମିଡିଆ କର୍ମୀ ସାଜି ସୁଯୋଗ ଅପେକ୍ଷାରେ ଥିଲେ। ଲାଇଭ କ୍ୟାମେରା ସାମ୍ନାରେ ଫୁଟାଇଲେ ଗୁଳି। ପୁଲିସ ଉପସ୍ଥିତିରେ ଦୁଇ ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା। ୟୁପି ଗ୍ୟାଙ୍ଗଷ୍ଟର କିଲିଂରେ ନୂଆ ଟ୍ୱିଷ୍ଟ। ପୁଲିସର ଏଫଆଇଆର କପିରେ ନିଜ ଦୋଷ ମାନିଛନ୍ତି ଅତିକ ଓ ଅଶ୍ରଫଙ୍କ ହତ୍ୟାକାରୀ।

Atiq Ahmed Crime Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe