ଇଞ୍ଜିନିୟରଙ୍କ ଘରକୁ ଚୋରି କରିବାକୁ ଆସିଥିଲେ, ନିରାଶ ହୋଇ ୫୦୦ ଟଙ୍କା ଦେଇଗଲେ

ଘର ଭିତରକୁ ଯାଇ ଅବସରପ୍ରାପ୍ତ ସଫ୍ଟୱେୟାର ଇଞ୍ଜିନିୟର ଦେଖିବାକୁ ପାଇଲେ ଯେ ଚୋରମାନେ ତାଙ୍କ ଘରୁ କୌଣସି ଜିନିଷ ଚୋରି କରିନାହାନ୍ତି। ଓଲଟା ସେମାନେ ଖଣ୍ତେ ୫୦୦ ଟଙ୍କିଆ ନୋଟ୍ ଛାଡ଼ି ଦେଇଯାଇଛନ୍ତି ।

Thieves attempted to rob

ପ୍ରତିକାତ୍ମକ ଚିତ୍ର

Manoj Swain
  • Published: Monday, 24 July 2023
  • Updated: 24 July 2023, 05:29 PM IST

Sports

Latest News

ଚୋରି କରିବା ଉଦ୍ଦେଶ୍ୟରେ ପଶି ଥିଲେ। କିନ୍ତୁ କିଛି ନନେଇ ଓଲଟା ଖଣ୍ଡେ ୫୦୦ ଟଙ୍କିଆ ନୋଟ୍ ଘର ମାଲିକଙ୍କ ଉଦ୍ଦେଶ୍ୟରେ ରଖି ଦେଇଥିଲେ।ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଘଟିଛି ଏହି ଘଟଣା, ଯାହା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।  

ଘଟଣାଟି ଜୁଲାଇ ୨୦ ତାରିଖର। ସେହି ଦିନ ବିଳମ୍ବିତ ରାତିରେ କିଛି ଚୋର ଦିଲ୍ଲୀର ରୋହିଣୀ ଅଞ୍ଚଳରେ ରହୁଥିବା ଜଣେ ଅବସରପ୍ରାପ୍ତ ଇଞ୍ଜିନିୟର ଏମ୍. ରାମକୃଷ୍ଣଙ୍କ ଘରେ ପଶିଥିଲେ। ଏମ୍‌. ରାମକୃଷ୍ଣ ଓ ତାଙ୍କ ପତ୍ନୀ ସେଦିନ ଘରେ ନଥିଲେ। ୧୯ ତାରିଖରୁ ସେମାନେ ଗୁରୁଗ୍ରାମରେ ରହୁଥିବା ସେମାନଙ୍କ ପୁଅ ପାଖକୁ ଯାଇଥିଲେ। 

Also Read

ଚୋରମାନେ ଏମ୍. ରାମକୃଷ୍ଣଙ୍କ ଘରେ ବହୁତ ଖୋଜାଖୋଜି କରିଥିଲେ। କିନ୍ତୁ ସୁନା ଅଳଙ୍କାର ବା ଅନ୍ୟ କିଛି ମୂଲ୍ୟବାନ ସାମଗ୍ରୀ ପାଇନଥିଲେ। ତେଣୁ ସେମାନେ ଗଲା ବେଳେ ଘରେ ଖଣ୍ଡେ ୫୦୦ ଟଙ୍କିଆ ନୋଟ୍‌ ଛାଡ଼ି ଯାଇଥିଲେ।

୨୧ ତାରିଖ ସକାଳେ ଘରେ ଚୋରୁ ହୋଇଥିବା ନେଇ ପଡ଼ୋଶୀଙ୍କ ଠାରୁ ଫୋନ୍ ପାଇଲେ ଏମ୍. ରାମକୃଷ୍ଣ। ଏହା ଶୁଣି ସେ ତୁରନ୍ତ ଘରେ ଆସି ପହଞ୍ଚିଥିଲେ। ଘରର ମୁଖ୍ୟ ଦ୍ୱାରର ତାଲା ଭଙ୍ଗା ଯାଇଥିବା ସେ ଦେଖିଥିଲେ। ତେବେ ଘର ଭିତରକୁ ଯାଇ ବୁଲାବୁଲି କରି ଦେଖିବା ପରେ ଜାଣିଲେ ଯେ ଚୋରମାନେ କିଛି ନେଇ ନାହାନ୍ତି। ଓଲଟା ଘରେ ଏକ ୫୦୦ ଟଙ୍କିଆ ନୋଟ୍ ଛାଡ଼ି ଯାଇଥିଲେ।

ପୁଲିସ କହିଛି ଯେ ଚୋରମାନେ ଇଞ୍ଜିନିୟରଙ୍କ ଘରୁ କୌଣସି ମୂଲ୍ୟବାନ ସାମଗ୍ରୀ ନ ପାଇବା ପରେ ରାଗିଯାଇ ଏଭଳି କରିଥିବେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story