Advertisment

ଏଥିପାଇଁ ଜିତିଲା କଂଗ୍ରେସ!

କର୍ଣ୍ଣାଟକରେ ଛକା ପିଟିଲା କଂଗ୍ରେସ। ସାରା ଦେଶରେ ଦୁର୍ବଳ ହେଉଥିବା ହାତଦଳ ଏବେ ସବଳ ହେବାରେ ଲାଗିଛି। ସଠିକ ହୋଇଛି ଆକଳନ। କର୍ଣ୍ଣାଟକରେ କଂଗ୍ରେସର ଏହି ବୃହତ ବିଜୟ ପଛରେ କଣ ରହିଛି କାରଣ? ପୁରୁଣା ଷ୍ଟ୍ରାଟେଜିରେ ଦଳ ଲଢୁଥିଲା ନା ଆପଣାଇଥିଲା ନୂଆ ଫର୍ମୁଲା? ଜାଣନ୍ତୁ କଣ ରହିଛି ବିଜୟ ପଛର ସେହି କାରଣ।

author-image
Debendra Prusty

କର୍ଣ୍ଣାଟକରେ ଛକା ପିଟିଲା କଂଗ୍ରେସ। ସାରା ଦେଶରେ ଦୁର୍ବଳ ହେଉଥିବା ହାତଦଳ ଏବେ ସବଳ ହେବାରେ ଲାଗିଛି। ସଠିକ ହୋଇଛି ଆକଳନ। କର୍ଣ୍ଣାଟକରେ କଂଗ୍ରେସର ଏହି ବୃହତ ବିଜୟ ପଛରେ କଣ ରହିଛି କାରଣ? ପୁରୁଣା ଷ୍ଟ୍ରାଟେଜିରେ ଦଳ ଲଢୁଥିଲା ନା ଆପଣାଇଥିଲା ନୂଆ ଫର୍ମୁଲା? ଜାଣନ୍ତୁ କଣ ରହିଛି ବିଜୟ ପଛର ସେହି କାରଣ।

Advertisment
Congress Karnataka Karnataka Polls 2023