ମୟୁରକୁ ପିଟି ପିଟି ରିଲ୍ସ ? | Odisha Reporter
Advertisment
ଆମେ ସମସ୍ତେ ଜାଣୁ ମୟୂର ଆମର ଜାତୀୟ ପକ୍ଷୀ। ଏହି ପକ୍ଷୀକୁ ଦେଖିଦେଲେ ହିଁ ମନ ଆପେ ଖୁସି ହୋଇଯାଏ। ନିଜର ସୁନ୍ଦରତା ଦ୍ୱାରା ଏହି ପକ୍ଷୀଟି ସମସ୍ତଙ୍କୁ ଆକର୍ଷିତ କରିଥାଏ। କିନ୍ତୁ ଏହି ନିରୀହ ଜୀବଟି କାହାର ବା କଣ କ୍ଷତି କରିପାରିବ ଟିକେ ଭାବିଲେ? ଅନ୍ୟକୁ ଖୁସି ଦେଉଥିବା ଏହି ପକ୍ଷୀଟିକୁ କିନ୍ତୁ ସାମାନ୍ୟ ଭିଉ ପାଇଁ ଏଠି ଅକଥନୀୟ ନିର୍ଯାତନା ଦେଉଛନ୍ତି ଯୁବକ ଯୁବତୀ। ରିଲ୍ କରିବା ନିଶାରେ ଚୁର୍ ଯୁବକଯୁବତୀ ମୟୂରକୁ ଦେଉଛନ୍ତି ଭୟଙ୍କର ଯନ୍ତ୍ରଣା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us