Advertisment

ଟ୍ରାଫିକ ପୁଲିସକୁ ମିଳିବ ଏସି ହେଲମେଟ

ଆମେ ଅଧିକାଂଶ ସମୟରେ ଦେଖିଥାଉ ପ୍ରଚଣ୍ଡ ଖରାରେ ଟ୍ରାଫିକ ପୋଲିସ ଡ୍ୟୁଟି କରୁଥାଆନ୍ତି। ଟକଟକ ଖରାରେ ଛିଡା ହୋଇ ଟ୍ରାଫିକ ପରିଚାଳନା କରିଥାଆନ୍ତି। ଏହାରି ଭିତରେ ସବୁଠୁ ସମସ୍ୟା ହୋଇଥାଏ ହେଲମେଟ । ଅସମ୍ଭାଳ ଖରାରେ ଛିଡା ହୋଇ ଟ୍ରାଫିକ ନିୟନ୍ତ୍ରଣ କରୁଥିବା ପୋଲିସଙ୍କ ପାଇଁ ଆସିଛି AC ହେଲମେଟ।

Gujarat Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe