କେଜ୍ରିୱାଲଙ୍କ ବଡ଼ ଘୋଷଣା: ମାଗଣାରେ ବସ ଯାତ୍ରା କରିବେ କିନ୍ନର

ମହିଳାମାନେ ଯେମିତି ଦିଲ୍ଲୀରେ ମାଗଣା ବସ ଯାତ୍ରା କରୁଛନ୍ତି, ଠିକ ସେମିତି କିନ୍ନରମାନେ ମଧ୍ୟ ମାଗଣା ସେବାର ଲାଭ ପାଇବେ ବୋଲି କେଜ୍ରିୱାଲ କହିଛନ୍ତି।

Kejriwal

Representational image

Hemant Lenka
  • Published: Monday, 05 February 2024
  • Updated: 05 February 2024, 08:48 PM IST

Sports

Latest News

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ବଡ଼ ଘୋଷଣା କରିଛନ୍ତି। ଦିଲ୍ଲୀରେ ରହୁଥିବା କିନ୍ନର ସମାଜର ଲୋକମାନେ ଏଣିକି ମାଗଣାରେ ବସ୍‌ ଯାତ୍ରା କରିପାରିବେ। ସେମାନଙ୍କ ଠାରୁ ବସ୍‌ ଭଡ଼ା ବାବଦରେ ଟଙ୍କାଟିଏ ମଧ୍ୟ କେହି ନେବେ ନାହିଁ। ମହିଳାମାନେ ଯେମିତି ଦିଲ୍ଲୀରେ ମାଗଣା ବସ ଯାତ୍ରା କରୁଛନ୍ତି, ଠିକ ସେମିତି କିନ୍ନରମାନେ ମଧ୍ୟ ମାଗଣା ସେବାର ଲାଭ ପାଇବେ ବୋଲି କେଜ୍ରିୱାଲ କହିଛନ୍ତି।

ସେ କହିଛନ୍ତି, “ଦେଶର ୭୫ ବର୍ଷ ଇତିହାସ ମଧ୍ୟରେ କେବେ ହେଲେ କୌଣସି ସରକାର କିନ୍ନର ସମାଜ ପାଇଁ କିଛି ବି କରି ନାହାନ୍ତି। ଦିଲ୍ଲୀ ସରକାର ପ୍ରଥମଥର ପାଇଁ କିନ୍ନର ସମାଜର ଲୋକଙ୍କ ପାଇଁ ମାଗଣା ବସ୍‌ ଯାତ୍ରା ସୁବିଧା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

Also Read

ଯେମିତି ମହିଳାମାନଙ୍କ ଠାରୁ ବସ ଯାତ୍ରା ବେଳେ କୌଣସି ଟଙ୍କା ନିଆଯାଉ ନାହିଁ, ଠିକ ସେହିପରି କିନ୍ନରମାନଙ୍କୁ ଦିଲ୍ଲୀରେ ମାଗଣା ବସ ଯାତ୍ରାର ସୁଯୋଗ ମିଳିବ। ଦିଲ୍ଲୀ ସରକାର କିନ୍ନରମାନଙ୍କୁ ମାଗଣା ବସ୍‌ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇ ସାରିଛନ୍ତି। ଏହି ପ୍ରସ୍ତାବ ଖୁବଶୀଘ୍ର କ୍ୟାବିନେଟରେ ଉପସ୍ଥାପନ କରାଯିବ। କ୍ୟାବିନେଟ ନିଷ୍ପତ୍ତି ପରେ ଏ ସମ୍ପର୍କରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ।”

କେଜ୍ରିୱାଲ ଆହୁରି କହିଛନ୍ତି, “୨୦୧୯ ଅକ୍ଟୋବର ମାସରେ ଆମେ ଦିଲ୍ଲୀର ମହିଳାମାନଙ୍କ ପାଇଁ ମାଗଣା ବସ୍‌ ଯାତ୍ରାର ଘୋଷଣା କରିଥିଲୁ। ଏହି ବ୍ୟବସ୍ଥା ମହିଳାଙ୍କୁ ବେଶ ସହାୟକ ହୋଇଛି। ପ୍ରତିଦିନ ଦିଲ୍ଲୀରେ ୧୪ ଲକ୍ଷ ମହିଳା ମାଗଣା ବସ ଯାତ୍ରାର ସୁବିଧା ପାଉଛନ୍ତି।

ସବୁ ବର୍ଗର ମହିଳା ଏହାର ଫାଇଦା ପାଇଛନ୍ତି। ୨୦୧୯ ଅକ୍ଟୋବର ୨ରୁ ଇତି ମଧ୍ୟରେ ଦିଲ୍ଲୀ ସରକାର ୧୪୭ କୋଟି ମାଗଣା ଟିକେଟ ମହିଳାମାନଙ୍କୁ ବସ୍‌ ଯାତ୍ରା ପାଇଁ ଦେଇଛନ୍ତି। ଏବେ ଏହି ମାଗଣା ସେବାରେ କିନ୍ନର ସମାଜର ଲୋକମାନେ ଯୋଡ଼ି ହେବାକୁ ଯାଉଛନ୍ତି। ମୋର ଆଶା ମହିଳାମାନଙ୍କ ଭଳି କିନ୍ନରମାନଙ୍କୁ ମଧ୍ୟ ମାଗଣା ବସ ଯାତ୍ରା ସହାୟକ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story