Advertisment

ପଶ୍ଚିମବଙ୍ଗରେ ବିଜେପିକୁ ପଛରେ ପକାଇଲା ଟିଏମ୍‌ସି

୨୪ଟି ଆସନରେ ଟିଏମ୍‌ସି ଆଗୁଆ ଅଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Mamata

Mamata

ପଶ୍ଚିମବଙ୍ଗରେ ଚାଲିଛି କଣ୍ଟେ କା ଟକ୍କର। କେତେବେଳେ ବିଜେପି ଆଗରେ ରହୁଛି ତ ଆଉ କେତେବେଳେ ଟିଏମ୍‌ସି। ଏବେ ବିଜେପିକୁ ପଛରେ ପକାଇ ଆଗକୁ ବଢ଼ିଛି ଦିଦିଙ୍କ ଦଳ ତୃଣମୂଳ କଂଗ୍ରେସ।

Advertisment

ନିର୍ବାଚନ ଆୟୋଗର ପ୍ରାରମ୍ଭିକ ଧାରା ଅନୁଯାୟୀ, ପଶ୍ଚିମବଙ୍ଗର ୪୨ଟି ଲୋକସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୨୪ଟିରେ ଟିଏମ୍‌ସି ଆଗୁଆ ଅଛି। ସେହିପରି ବିଜେପି ୮ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ଅଛି।

West Indies LokSabha Election Results 2024