ଉତ୍ତରକାଶୀ ଟନେଲ ଭୁଶୁଡିବା ଘଟଣାକୁ ବିତିଲାଣି ଆଠ ଦିନ। ଏବେ ମଧ୍ୟ ଫସି ରହିଛନ୍ତି ୪୧ ଜଣ ଶ୍ରମିକ। କିପରି ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ସେଥିପାଇଁ ପ୍ରାଣପ୍ରଣେ ଉଦ୍ୟମ କରୁଛନ୍ତି ଉଦ୍ଧାରକାରୀ ଟିମ୍। ଖାଦ୍ୟ, ପାନୀୟ ଓ ଅମ୍ଳଜାନ ପଠାଯିବା ସହ ଶ୍ରମିକମାନଙ୍କ ସହ ନିରନ୍ତର ଯୋଗାଯୋଗ କରାଯାଉଛି। ଉଦ୍ଧାରକାର୍ଯ୍ୟକୁ ଆଉ ୪ରୁ ୫ ଦିନ ଲାଗିପାରେ ବୋଲି କହିଛନ୍ତି ଜଣେ ବରିଷ୍ଠ ଅଧିକାରୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଗୁଜରାଟରୁ ଧରା ହେଲା ୫ ହଜାର କୋଟି ଟଙ୍କାର କୋକେନ
ଆଜି ଦିଲ୍ଲୀ ଓ ଗୁଜରାଟ ପୁଲିସ ମିଳିତ ଭାବେ ଅଙ୍କେଲଶ୍ୱର ଠାରେ ଥିବା ଆଭକାର ଡ୍ରଗ୍ସ ଲିଃ କମ୍ପାନୀରେ ରେଡ୍ କରିଥିଲେ। ଏହି ସମୟରେ ସେଠାରୁ ୫୧୮ କେଜି ଓଜନର କୋକେନ ମିଳିଛି।
Crime
କବାଡ଼ିଆ ଓ ଅପରାଧ ଦୁନିଆ: ବାବା ସିଦ୍ଦିକିଙ୍କ ହତ୍ୟା ଅଭିଯୁକ୍ତମାନଙ୍କ ସମ୍ପର୍କରେ ଜାଣନ୍ତୁ
ପୁଲିସ୍ ହାତରେ ଧର୍ମରାଜ ରାଜେଶ କଶ୍ୟପ ଓ ଗୁରୁମୈଲ ବଜଲଜିତ ସିଂହ ଧରା ପଡ଼ିଥିବା ବେଳେ ଶିବକୁମାର ଓରଫ ଶିବ ଗୌତମ ଫେରାର ରହିଛି।
National
ନିଜକୁ ନାବାଳକ କହିଲା ବାବା ସିଦ୍ଦିକି ହତ୍ୟାକାଣ୍ଡର ଅଭିଯୁକ୍ତ, ହାଡ଼ ପରୀକ୍ଷା ପାଇଁ କହିଲେ କୋର୍ଟ
ବୋନ ଓସିଫିକେସନ ଟେଷ୍ଟ ବା ହାଡ଼ ପରୀକ୍ଷା ଦ୍ୱାରା ଏକ୍ସ ରେ ମାଧ୍ୟମରେ ଜଣଙ୍କ ପ୍ରକୃତ ବୟସ ଜଣାପଡ଼ିଥାଏ। କୋର୍ଟ କଶ୍ୟପର ପ୍ରକୃତ ବୟସ ଜାଣିବା ପାଇଁ ହାଡ଼ର ପରୀକ୍ଷା କରିବାକୁ କହିଛନ୍ତି।
National
ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟା ଅଭିଯୁକ୍ତଙ୍କୁ ହିନ୍ଦୁ ସଂଗଠନର ଭବ୍ୟ ସ୍ୱାଗତ
ଗୌରୀ ଲଙ୍କେଶଙ୍କୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ ପର୍ଶୁରାମ ୱାଘମୋରେ ଓ ମନୋହର ଯାଦବଙ୍କୁ ଗିରଫ କରାଯାଇଥିଲା।
Crime
ପୁଲିସ୍କୁ ଡର ନାହିଁ, ହସ୍ପିଟାଲରେ ପଶି ରୋଗୀଙ୍କ ସମ୍ପର୍କୀୟଙ୍କୁ ପ୍ରବଳ ପିଟିଲେ
ଟ୍ରମା କେୟାର ୟୁନିଟ ସମ୍ମୁଖରେ ସୌରଭ ବସିଥିବା ବେଳେ ହଠାତ ୧୫ରୁ ୨୦ ଜଣ ଯୁବକ ହକିଷ୍ଟିକ ଓ କାଠ ଫାଳିଆ ଧରି ପହଞ୍ଚିଥିଲେ।