ଅନନ୍ତନାଗରେ କମ୍ବିଂ ଅପରେସନ, ୨ ଲଶ୍କର-ଇ-ତୋଏବା ଆତଙ୍କୀ ଘେରାବନ୍ଦୀ

ଅନନ୍ତନାଗରେ ଆତଙ୍କୀ ହମଲା ପରେ କମ୍ବିଂ ଅପରେସନ ଜାରି। ଦୁଇ ଲଶ୍କର-ଇ-ତୋଏବା ଆତଙ୍କବାଦୀ ଘେରାବନ୍ଦୀ।

Representative Image

ସର୍ଚ୍ଚ ଅପରେସନ ସମୟର ପ୍ରତିକାତ୍ମକ ଚିତ୍ର

Debibandita Barick
  • Published: Thursday, 14 September 2023
  • Updated: 14 September 2023, 12:27 PM IST

News Highlights

  • ଗତକାଲି ଜିଲ୍ଲାର ରଜୌରୀ ଏବଂ ଅନନ୍ତନାଗରେ ହୋଇଥିଲା ଆତଙ୍କୀ ହମଲା
  • ଅନନ୍ତନାଗରେ ୩ ରଜୌରୀରେ ଜଣେ ଯବାନ ସହିଦ ହୋଇଥିଲେ
  • 6 ବର୍ଷର ସେନା କୁକୁର କେଣ୍ଟ ବି ବଳିଦାନ ଦେଇଥିଲା

Sports

Latest News

ଜମ୍ମୁ-କାଶ୍ମୀର ଅନନ୍ତନାଗରେ ଆତଙ୍କୀ ହମଲା ପରେ କମ୍ବିଂ ଅପରେସନ ଜାରି। ସର୍ଚ୍ଚ ଅପରେସନ ସମୟରେ ଦୁଇ ଜଣ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କୁ ଘେରାବନ୍ଦୀ କଲେ ସୁରକ୍ଷାକର୍ମୀ। ଗତକାଲି ଜିଲ୍ଲାରେ ତିନି ଜଣ ସୁରକ୍ଷାକର୍ମୀ ସହିଦ ହେବା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ କଡାକଡି କରାଯାଇଥିଲା। 

ଗତକାଲି ଜମ୍ମୁ କାଶ୍ମୀର ଅନନ୍ତନାଗ ଏବଂ ରଜୌରୀରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଅନନ୍ତନାଗର କୋକେରନାଗ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ଥିବା ଖବର ମିଳିବା ପରେ ଅପରେସନ ଆରମ୍ଭ ହୋଇଥିଲା। ସେନା ଓ ପୁଲିସ୍‌ ପକ୍ଷରୁ ମିଳିତ ଭାବେ ଏହି ଅପରେସନ କରାଯାଇଥିଲା। ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲା।

ଏ‌ଥିରେ ଆର୍ମିର ରାଜସ୍ଥାନ ରାଇଫଲ୍ସ ୟୁନିଟର କମାଣ୍ଡିଂ ଅଫିସର(କର୍ଣ୍ଣେଲ) ମନପ୍ରୀତ ସିଂହ, କମ୍ପାନୀ କମାଣ୍ଡର(ମେଜର) ଆଶିଷ ଧୋନଚାକ ଓ ଜମ୍ମୁ-କଶ୍ମୀର ପୁଲିସ୍‌ର ଡିଏସ୍‌ପି ହ୍ୟୁମାୟୁନ ସହିଦ ହୋଇଛନ୍ତି। ଆଜି ସେମାନଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ପୂର୍ବରୁ ଦୁଇ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କୁ ଘେରାବନ୍ଦୀ କରିଛନ୍ତି ସୁରକ୍ଷାକର୍ମୀ

Also Read

ସେହିପରି ଏହି ଏନକାଉଣ୍ଟରର ୨୪ ଘଣ୍ଟା ପୂର୍ବରୁ ଜମ୍ମୁ-କଶ୍ମୀର ରଜୌରୀ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୩ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ। 6 ବର୍ଷର ସେନା କୁକୁର କେଣ୍ଟ ମଧ୍ୟ ବଳିଦାନ ଦେଇଛି। ଏଥିରେ ୨ ଜଣ ଆତଙ୍କବାଦୀ ମଧ୍ୟ ନିପାତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story