ଏନ୍‌କାଉଣ୍ଟରରେ ଟଳିଲେ ଦୁଇ ଆତଙ୍କବାଦୀ

୩ରୁ ୪ ଆତଙ୍କବାଦୀ ଲୁଚି ରହିଥିବା ଖବର ରହିଛି। ସୁରକ୍ଷାବାହିନୀ ତାଙ୍କୁ ଘେରି ରହିଛନ୍ତି।

Terrorist Attack

Representational Image

Madhupriya Mistry
  • Published: Wednesday, 26 June 2024
  • Updated: 26 June 2024, 01:42 PM IST

Sports

Latest News

ସୁରକ୍ଷାବାହିନୀକୁ ମିଳିଲା ସଫଳତା। ଘାଟିରେ ଏନ୍‌କାଉଣ୍ଟରେ ଟଳିଲେ ଦୁଇ ଆତଙ୍କବାଦୀ। ବୁଧବାର ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାର ଏକ ଜଙ୍ଗଲରେ ସୁରକ୍ଷାବାହିନୀ ଓ ଆଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଏନ୍‌କାଉଣ୍ଟରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।

ସୂଚନା ମୁତାବକ, ଡୋଡା ଜିଲ୍ଲାର ଗଣ୍ଡୋହର ସିନୁ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏହି ଏନକାଉଣ୍ଟର ଚାଲିଛି। ୩ରୁ ୪ ଆତଙ୍କବାଦୀ ଲୁଚି ରହିଥିବା ଖବର ରହିଛି। ସୁରକ୍ଷାବାହିନୀ ତାଙ୍କୁ ଘେରି ରହିଛନ୍ତି।

Also Read

ଜୁନ୍ ୧୧ ଏବଂ ୧୨ ତାରିଖରେ ପାହାଡ଼ିଆ ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣ ପରେ ସେନା ଏବଂ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ୍) ସହିତ ପୁଲିସ ଦ୍ୱାରା ଜୋରଦାର ସର୍ଚ୍ଚ ଏବଂ କର୍ଡନ ଅପରେସନ ଚାଲିଥିଲା। ଏତିକି ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହି ସମୟରେ ସେନା ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେବି ସେଠାରେ ଗୁଳି ବିନିମୟ ଜାରି ରହିଥିବା ଅଧିକାରୀମାନେ କହିଛନ୍ତି।

ଜୁନ୍ ୧୧ ତାରିଖରେ, ଆତଙ୍କବାଦୀମାନେ ଚତ୍ତରଗଲାଠାରେ ଏକ ଚେକ୍ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ। ଏଥିରେ ୬ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ। ଏହାର ପରଦିନ ଗୋଣ୍ଡାହ ଅଞ୍ଚଳର କୋଟା ଟପ୍‌ରେ ଆତଙ୍କବାଦୀଙ୍କ ସହିତ ଗୁଳି ବିନିମୟରେ ଜଣେ ପୁଲିସ କର୍ମଚାରୀ ଆହତ ହୋଇଥିଲେ।

ଏହି ଯୁଗ୍ମ ଆକ୍ରମଣ ପରେ ସୁରକ୍ଷା ବାହିନୀ ଆତଙ୍କବାଦ ବିରୋଧୀ କାର୍ଯ୍ୟକୁ ଆହୁରି ଜୋରଦାର କରି ଜିଲ୍ଲାରେ ଅନୁପ୍ରବେଶ କରିଥିବା ଚାରିଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story