Advertisment

୧୪’ରେ ଲିଭିଥିଲା ସିନ୍ଥିରୁ ସିନ୍ଦୂର

ସହିଦ ଯବାନଙ୍କ ପରିବାରର କାନ୍ଦଣାର ସ୍ୱର, ସମସ୍ତଙ୍କୁ ସ୍ତବ୍ବ କରିଦେଇଥିଲା। ଫେବୃରିଆରୀ ୧୪ ତାରିଖ ଆଜିର ଦିନ, ଜଣଙ୍କ ପରେ ଜଣଙ୍କ ସିନ୍ଥିରୁ ସିନ୍ଦୂର ପୋଛୁଥିଲେ ଆଉ ହାତରୁ ଶଙ୍ଖା ଭାଙ୍ଗୁଥିଲେ। କିଏ କିଏ ହୁଏତ ଆଜିର ଦିନକୁ ମନେ ରଖିନଥିବେ, କିନ୍ତୁ ଯେଉଁ ବାପାଟି ଆଜି ଭେଣ୍ଡିଆର ଶ୍ରାଦ୍ଧବାର୍ଷିକ ପାଳନ କରୁଥିବେ, ସେ କଣ ଆଜିର ଦିନକୁ କେବେ ଭୁଲିପାରିବ, ଯେଉଁ ପତ୍ନୀ ଆଜି ସ୍ୱାମୀଙ୍କୁ ମନେ ପକାଇ ବାହୁନି ବାହୁନି କାନ୍ଦୁଥିବେ, ସେ କଣ ଆଜିର ଦିନକୁ କେବେ ଭୁଲିପାରିବେ, ଯେଉଁ ମାଆଟିର କୋଳ ଶୂନ୍ୟ ହୋଇଯାଇଛି।

author-image
Debendra Prusty

Terror Attack Army Jawan Pulwama Attack