ବଢ଼ିଲା ମୁଦ୍ରା ଲୋନ୍ ସୀମା। ମୁଦ୍ରା ଲୋନ୍ ସୀମାକୁ ୧୦ ଲକ୍ଷରୁ ୨୦ ଲକ୍ଷରୁ ବୃଦ୍ଧି କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍ ପାଇପାରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ସେହିପରି ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କର ବୃଦ୍ଧି ପାଇଁ ଆସନ୍ତା ୩ ବର୍ଷରେ ନୂଆ ବ୍ରାଞ୍ଚ ଖୋଲାଯିବ। ଚଳିତ ବର୍ଷ ହିଁ ବିଭିନ୍ନ ରାଜ୍ୟରେ ୨୪ଟି ବ୍ରାଞ୍ଚ ଖୋଲାଯିବ।
Also Read
ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ହେବ। ଶିଳ୍ପ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ବିଶେଷ ବ୍ୟବସ୍ଥା ହେବ। ପିପିପି ମୋଡ୍ରେ ନିର୍ମାଣ ହେବ ରେଣ୍ଟାଲ ହାଉସିଂ ବ୍ୟବସ୍ଥା। ଡର୍ମିଟୋରୀ ବ୍ୟବସ୍ଥା ରହିବ। ଏଠାରେ ସୁବିଧାରେ ରହିପାରିବେ ଶ୍ରମିକ।
ସେହିପରି ଦେଶର ବିଭିନ୍ନ ସହରରେ ନିର୍ମାଣ ହେବ ୧୦୦ ଷ୍ଟ୍ରିଟ୍ଫୁଡ୍ ହବ୍। ବଛା ବଛା ସହରରେ ୧୦୦ ଷ୍ଟ୍ରିଟ୍ଫୁଡ୍ ହବ୍ ଓ ହାଟ ନିର୍ମାଣ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କୋଠା ଭୁଶୁଡ଼ିବା ଘଟଣା: ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି
ଭଙ୍ଗା କୋଠା ତଳେ ଆହୁରି ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା ରହିଛି
National
ବିଲଡିଂ ଭୁଶୁଡ଼ିବା ଘଟଣା: ୪ ମୃତଦେହ ଉଦ୍ଧାର, ହସ୍ପିଟାଲରେ ୨୮ ଜଣ
ପୁଲିସ କମିଶର ରୋଶନ ଜ୍ୟାବକ କହିଛନ୍ତି ଯେ ଏଯାଏ ୪ଟି ମୃତଦେହ ମିଳିଥିବା ବେଳେ ଧ୍ୱଂସାବଶେଷ ତଳୁ ୨୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
National
IAS ପଦରୁ ପୂଜା ଖେଡକରଙ୍କୁ ବିଦା କଲା କେନ୍ଦ୍ର
ପୂଜା ବେଆଇନ ଭାବେ ଆଇଏଏସ୍ ପଦ ହାତେଇଥିବା ଜଣାପଡ଼ିବା ପରେ ପ୍ରଥମେ ୟୁପିଏସ୍ସି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।
Business
ଏଣିକି ୨୦୦୦ ଟଙ୍କା ଦେଣନେଣରେ ପେମେଣ୍ଟ ଏଗ୍ରିଗେଟର ଉପରେ ଲାଗିବ ୧୮% GST!
ସେପ୍ଟେମ୍ବର ୯ରେ ବସିବାକୁ ଥିବା GST ପରିଷଦ ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହେବ।
National
ଭୁଶୁଡ଼ିଲା ୩ ମହଲା କୋଠା, ଅନେକ ଚାପି ହୋଇ ରହିଥିବା ଆଶଙ୍କା
ବିଲଡିଂ ଭୁଶୁଡ଼ିବା ବେଳେ ଗୋଟିଏ ଟ୍ରକ ସେଠାରେ ଛିଡ଼ା ହୋଇଥିଲା। ଫଳରେ ଟ୍ରକ୍ଟି ମଧ୍ୟ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି।