ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଗଡିଲା ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍‌ | Odisha Reporter
ଆରମ୍ଭ ହେଲା ଶ୍ରୀଜଗନ୍ନାଥ ପର୍ଯ୍ୟଟନ ଯାତ୍ରା। ୮ଦନିଆ ଯାତ୍ରାରେ ବିଭିନ୍ନ ଧାର୍ମିକସ୍ଥଳ ଦେଖିବେ ପର୍ଯ୍ୟଟକ। ବାରଣାସୀ,ବୈଦ୍ୟନାଥ ଧାମ, ପୁରୀ, ଗୟା ଦେଇ ଯିବ ଏହି ଟ୍ରେନ୍।