/odisha-reporter/media/post_attachments/uploadimage/library/16_9/16_9_0/IMAGE_1682912273.jpg)
G Krishna Reddy
କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି କୃଷ୍ଣ ରେଡ୍ଡୀ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସେଠାରେ ଭର୍ତ୍ତି କରାଯାଇଛି।
Advertisment
ରବିବାର ରାତି ପ୍ରାୟ ୧୧ଟା ବେଳେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ କାର୍ଡିଓ ନ୍ୟୁରୋ ସେଣ୍ଟରର କାର୍ଡିଆକ କେୟାର ୟୁନିଟରେ ରଖାଯାଇଛି।
ଜି କୃଷ୍ଣ ରେଡ୍ଡୀ ପର୍ଯ୍ୟଟନ ଓ ସଂସ୍କୃତି ସହିତ ପୂର୍ବୋତ୍ତର କ୍ଷେତ୍ର ବିକାଶ ମନ୍ତ୍ରଣାଳୟର ବି ମନ୍ତ୍ରୀ ଅଛନ୍ତି। ସେ ୨୦୧୯ରେ ସିକନ୍ଦରାବାଦ ଆସନରୁ ବିଜୟୀ ହୋଇ ଲୋକସଭାକୁ ଆସିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
