‘ଭିତରକୁ ଯାଉଛି 9 ଶହ ଏମଏମ ପାଇପ’ | Odisha Reporter
ଉତ୍ତରାଖଣ୍ଡର ଉତ୍ତରକାଶୀରେ ଟନେଲ୍ ଭିତରେ 11 ଦିନ ହେଲା ଫସି ରହିଛନ୍ତି 41 ଜଣ ଶ୍ରମିକ । ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କ ଉଦ୍ଧାର ପାଇଁ ଅପରେସନ ଚାଲିଛି । ସେମାନେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ୬ ଇଞ୍ଚ ଓସାରର ପାଇପ୍ରେ ସେମାନଙ୍କ ପାଖକୁ ରନ୍ଧା ଖାଦ୍ୟ, ପାନୀୟ ଏବଂ ଯୋଗାଯୋଗ ଓ ଅତ୍ୟାବଶ୍ୟକ ସାମଗ୍ରୀ ପଠାଯାଉଛି । ଗତକାଲି ସୁଡ଼ଙ୍ଗ ଭିତରକୁ ଏଣ୍ଡୋସ୍କୋପି କ୍ୟାମେରା ପଠାଯାଇ ସେମାନଙ୍କ ସ୍ଥିତି ଉପରେ ସିଧାସଳଖ ନଜର ରଖାଯାଇଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
