ମଣିପୁରରେ ପୁଣି ଫୁଟିଲା ଗୁଳି, ୫ ମୃତ

ଘଟଣାସ୍ଥଳରେ ପ୍ରବଳ ଗୁଳି ବିନିମୟ ଜାରି ରହିଛି। ପୁଲିସ ଷ୍ଟେସନଠାରୁ ପ୍ରାୟ ୭ କିଲୋମିଟର ଦୂରରେ ଥିବା ଜିରିବାମ ଜିଲ୍ଲାର ନଙ୍ଗସେକ୍ପିରେ ଏହି ଆକ୍ରମଣ ହୋଇଛି।

Violence

Representational Image

Madhupriya Mistry
  • Published: Saturday, 07 September 2024
  • Updated: 07 September 2024, 01:11 PM IST

Sports

Latest News

ମଣିପୁରର ଜିରିବାମ ଜିଲ୍ଲାରେ ପୁଣି ହିଂସା। କୁକି ଏବଂ ମେତେଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେବଳ ସେତିକି ନୁହେଁ ସନ୍ଦିଗ୍ଧ ଲୋକମାନେ ଗୋଟିଏ ଘରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି।

ସୂଚନାନୁସାରେ, ଘଟଣାସ୍ଥଳରେ ପ୍ରବଳ ଗୁଳି ବିନିମୟ ଜାରି ରହିଛି। ଜିରିବାମ ପୁଲିସ ଷ୍ଟେସନଠାରୁ ପ୍ରାୟ ୭ କିଲୋମିଟର ଦୂରରେ ଥିବା ଜିରିବାମ ଜିଲ୍ଲାର ନଙ୍ଗସେକ୍ପିରେ ଏହି ଆକ୍ରମଣ ହୋଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

Also Read

ଏହାପୂର୍ବରୁ ଶୁକ୍ରବାର ରାତିରେ ସନ୍ଦିଗ୍ଧ ଉଗ୍ରବାଦୀମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୈରେମ୍ବମ କୋଇରେଙ୍ଗଙ୍କ ଘର ଉପରକୁ ରକେଟ୍‌ ହମ୍‌ଲା ହୋଇଥିଲା। ଫଳରେ ତାଙ୍କ ଘରର ଛାତ ଉପରେ ଯାଇ ରକେଟ୍‌ ପଡିଥିଲା। ଏଥିରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥବା ସୂଚନା ମିଳିଥିଲା। ସେହିପରି ୫ରୁ ୬ ଜଣ ଆହତମ ମଧ୍ୟ ହୋଇଥିଲେ।

ପୂର୍ବରୁ ଗତ ୩ ତାରିଖରେ ଇମ୍ଫାଲ ୱେଷ୍ଟ ଜିଲ୍ଲାର ସେଜମ ଚିରାଙ୍ଗ ଗ୍ରାମରେ ଉଗ୍ରବାଦୀମାନେ ଡ୍ରୋନ୍ ଆକ୍ରମଣ କରିଥିଲେ। ଏଥିରେ ଜଣେ ମହିଳାଙ୍କ ସମେତ ୩ ଜଣ ଆହତ ହୋଇଥିଲେ। ସେପ୍ଟେମ୍ବର ୧ରେ ଏହି ଜିଲ୍ଲାର କୋନ୍ନୁକ ଗାଁରେ ମଧ୍ୟ ଏକ ଡ୍ରୋନ ଆକ୍ରମଣ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story