Advertisment

ମୋଟ ୪୭.୬୬ ଲକ୍ଷ କୋଟି ଟଙ୍କାର ବଜେଟ, କେଉଁ ମନ୍ତ୍ରଣାଳୟ ପାଇଁ କେତେ?

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋଟ ୪୭,୬୫,୫୭,୬୮.୩୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

Union Budget

Union Budget

Advertisment

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ଟିକସ ସ୍ଲାବ ହ୍ରାସ ହୋଇ ନଥିବା ବେଳେ ଭିତ୍ତିଭୂମିକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ସେହିପରି ୨୦୪୭ ସୁଦ୍ଧା ଭାରିତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଥିବା ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି। 

Advertisment

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋଟ ୪୭,୬୫,୫୭,୬୮.୩୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସବୁ ମନ୍ତ୍ରଣାଳୟକୁ ସରକାର ସମାନ ଭାବେ ଫୋକସ କରିଛନ୍ତି। ୨୦୨୩-୨୪ରେ କେନ୍ଦ୍ର ସରକାର ୪୫,୦୩,୦୯୭.୪୫ କୋଟିର ବ୍ୟୟବରାଦ କରିଥିଲେ।

କେଉଁ ମନ୍ତ୍ରଣାଳୟ ପାଇଁ କେତେ ବ୍ୟୟବରାଦ (କୋଟିରେ)

୧- କୃଷି ମନ୍ତ୍ରଣାଳୟ- ୧୨୭୪୬୯.୮୮

୨- ଆଟୋମିକ ଶକ୍ତି- ୨୪୯୬୮.୯୮

୩- ଆୟୁଷ ମନ୍ତ୍ରଣାଳୟ- ୩୭୧୨.୪୯

୪- କେମିକାଲ ଓ ଫର୍ଟିଲାଇଜର – ୧,୬୮,୩୭୯.୯୮୧

୫- ବେସାମରିକ ବିମାନ ଚଳାଚଳ- ୨୩,୦୦.୦୦

୬- କୋଇଲା ମନ୍ତ୍ରଣାଳୟ – ୧୯୨.୫୫

୭- କର୍ମସ ଓ ଇଣ୍ଡଷ୍ଟ୍ରୀ – ୧୦୪୦୪.୬୩ 

୭- ଯୋଗାଯୋଗ ମନ୍ତ୍ରଣାଳୟ – ୧୩୭୨୫୫.୧୪ 

୮- ଖାଉଟି ବ୍ୟାପର, ଖାଦ୍ୟ ଓ ସାଧାରଣ ବଣ୍ଟନ- ୨୧୩୩୨୩.୩୭ 

୯- କୋପରେସନ ମନ୍ତ୍ରଣାଳୟ- ୧୧୮୩.୩୯

୧୦- କର୍ପୋରେଟ ବ୍ୟାପର – ୬୬୭.୦୬

୧୧- ସଂସ୍କୃତି ମନ୍ତ୍ରଣାଳୟ- ୩୨୬୦.୯୩

୧୨- ପ୍ରତିରକ୍ଷା ମନ୍ତ୍ରଣାଳୟ – ୬୨୧୫୪୦.୮୫

୧୩- ଉତ୍ତରପୂର୍ବ ରିଜନର ବିକାଶ- ୫୯୦୦.୦୦

୧୪- ଭୂବିଜ୍ଞାନ – ୨୫୨୧.୮୩

୧୫- ଶିକ୍ଷା ମନ୍ତ୍ରଣାଳୟ- ୧୨୦୬୨୭.୮୭

୧୬- ଆଇଟି ମନ୍ତ୍ରଣାଳୟ – ୨୧୩୮୫.୧୫

୧୭- ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ – ୩୨୬୫.୫୩

୧୮- ବୈଦେଶିକ ବ୍ୟାପାର- ୨୨୧୫୪.୬୭

୧୯- ଅର୍ଥ ମନ୍ତ୍ରଣାଳୟ – ୧୮୫୦୨୨୮.୮୭

୨୦- ମତ୍ସ୍ୟଚାଷ, ପଶୁ ସମ୍ପଦ ଓ ଗୋପାଳନ- ୭୧୦୫.୭୪

୨୧- ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ- ୩୨୯୦.୦୦

୨୨- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ- ୯୦୬୫୮.୮୩

୨୩- ଭାରୀ ଶିଳ୍ପ ମନ୍ତ୍ରଣାଳୟ- ୬୭୨୯.୦୦

୨୪- ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ- ୨୦୨୮୬୮.୭୦

୨୫ – ଗୃହ ଓ ନଗର ଉନ୍ନୟନ- ୭୭୫୨୩.୫୭

୨୬- ସୂଚନା ଓ ପ୍ରସାରଣ- ୪୩୪୨.୫୫

୨୭ – ଜଲଶକ୍ତି ମିଶନ- ୯୮୪୧୮.୭୯

୨୮- ଶ୍ରମ ଓ ନିଯୁକ୍ତି- ୧୨୫୩୧.୪୭

୨୯- ଆଇନ ଓ ନ୍ୟାୟ – ୬୪୬୧.୭୦

୩୦- ଏମଏସ୍‌ଏମଇ- ୨୨୧୩୭.୯୫

୩୧- ଖଣି ମନ୍ତ୍ରଣାଳୟ- ୧୯୪୧.୦୬

୩୨- ସଂଖ୍ୟାଲଖୁ ବ୍ୟାପାର – ୩୧୮୩.୨୪

୩୩-ନବୀକରଣ ଯୋଗ୍ୟ ଶକ୍ତି- ୧୨୮୫୦.୦୦

୩୪- ପଞ୍ଚାୟତି ରାଜ – ୧୧୮୩.୬୪

୩୫- ସଂସଦୀୟ ବ୍ୟାପାର- ୬୪.୦୦

୩୬- କାର୍ମିକ, ଅଭିଯୋଗ ଓ ପେନସନ- ୨୨୮୪.୯୭

୩୭- ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ- ୨୯୭୧୩.୦୦

୩୮- ଯୋଜନା ମନ୍ତ୍ରଣାଳୟ- ୮୩୭.୨୬

୩୯- ପୋର୍ଟ, ଶିପିଂ ଓ ୱାଟରୱେଜ୍‌- ୨୩୪୫.୫୫

୪୦- ଶକ୍ତି ମନ୍ତ୍ରଣାଳୟ- ୨୦୫୦୨.୦୦

୪୧- ରାଷ୍ଟ୍ରପତି, ସଂସଦ-୧୮୭୭.୬୦

୪୨- ସଡ଼କ ପରିବହନ- ୨୭୮୦୦୦.୦୦

୪୩-ରେଳ ମନ୍ତ୍ରଣାଳୟ- ୨୫୫୩୯୩.୦୦

୪୪-ଗ୍ରାମୀଣ ବିକାଶ- ୧୮୦୨୩୩.୪୩

୪୫- ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟ- ୧୬୬୦୩.୯୪

୪୬- ଦକ୍ଷତା ବିକାଶ ଓ ଉଦ୍ୟୋଗ- ୩୫୨୦.୦୦

୪୭- ସମାଜିକ ନ୍ୟାୟ ଓ ସଶକ୍ତିକରଣ- ୧୪୨୨୫.୪୭

୪୮- ମହାକାଶ- ୧୩୦୪୨.୭୫

୪୯- ପରିସଂଖ୍ୟନ ଓ କାର୍ଯ୍ୟକ୍ରମ- ୫୪୫୩.୮୩

୫୦- ଇସ୍ପାତ ମନ୍ତ୍ରଣାଳୟ- ୩୨୫.୬୬

୫୧- ବୟନଶିଳ୍ପ- ୪୩୯୨.୮୫

୫୨- ପର୍ଯ୍ୟଟନ- ୨୪୯୯.୬୨

୫୩- ଆଦିବାସୀ ବ୍ୟାପାର- ୧୩୦୦୦.୦୦

୫୪- ମହିଳା ଓ ଶିଶୁ ବିକାଶ- ୨୬୦୯୨.୧୯

୫୫-ଯୁବ ବ୍ୟାପାର ଓ କ୍ରୀଡ଼ା- ୩୪୪୨.୩୨

Union Budget 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe