Advertisment

କାହିଁକି ରେଲଓ୍ବେ ବୋର୍ଡର ରଙ୍ଗ ହଳଦିଆ ?

କାହିଁକି ରେଲଓ୍ବେ ବୋର୍ଡର ରଙ୍ଗ ହଳଦିଆ ? କ’ଣ ପାଇଁ ହଳଦିଆ ବୋର୍ଡରେ ଲେଖାଯାଇଥାଏ ଷ୍ଟେସନର ନାମ ? ବିଶ୍ବର ସର୍ବ ବୃହତ ରେଲଓ୍ବେ ନେଟଓ୍ବାର୍କ ମଧ୍ୟରୁ ଭାରତୀୟ ରେଳ ନେଟଓ୍ବାର୍କ ଅନ୍ୟତମ।

author-image
Manoj Swain

କାହିଁକି ରେଲଓ୍ବେ ବୋର୍ଡର ରଙ୍ଗ ହଳଦିଆ ? କ’ଣ ପାଇଁ ହଳଦିଆ ବୋର୍ଡରେ ଲେଖାଯାଇଥାଏ ଷ୍ଟେସନର ନାମ ? ବିଶ୍ବର ସର୍ବ ବୃହତ ରେଲଓ୍ବେ ନେଟଓ୍ବାର୍କ ମଧ୍ୟରୁ ଭାରତୀୟ ରେଳ ନେଟଓ୍ବାର୍କ ଅନ୍ୟତମ। ଭାରତରେ ଅଧିକାଂଶ ଯାତ୍ରୀ ଟ୍ରେନରେ ଯାଆସ କରିଥାନ୍ତି। ଅଳ୍ପ ଦାମରେ ଟ୍ରେନରେ ଯିବା ଆସିବା କରିବା ସମସ୍ତଙ୍କୁ ସୁହାଇଥାଏ। କିନ୍ତୁ ଆପଣ ଟ୍ରେନରେ ଯାତାୟତ କରୁଥିବା ସମୟରେ ପ୍ଲାଟଫର୍ମରେ ହଳଦିଆ ରଙ୍ଗର ବୋର୍ଡ ତ ଦେଖିଥିବେ। ଯେଉଁଥିରେ ରେଲଓ୍ବେ ଷ୍ଟେସନର ନାମ ଲେଖା ହୋଇଥାଏ। ହେଲେ ଆପଣ କେବେ ଭାବିଛନ୍ତି କି, ଷ୍ଟେସନର ନାମ ହଳଦିଆ ରଙ୍ଗ ବୋର୍ଡରେ କାହିଁକି ଲେଖା ଯାଇଥାଏ।

Advertisment
India Train