ଟମାଟୋ ପାଇଁ ସ୍ୱାମୀକୁ ଛାଡ଼ିଲା ସ୍ତ୍ରୀ ! | Odisha Reporter
ଟମାଟୋକୁ ନେଇ ଭୟଙ୍କର ଝଗଡା। ଶେଷରେ ସ୍ୱାମୀକୁ ଛାଡିଲା ସ୍ତ୍ରୀ। ଘର ଭାଙ୍ଗିଗଲା ଟମାଟୋ ପାଇଁ। ଟମାଟୋ ଦର ବୃଦ୍ଧି ଏବେ କେବଳ ହାଣ୍ତିଶାଳରେ ନୁହେଁ ବରଂ ଲୋକଙ୍କ ସଂସାର ଉପରେ ବି ପ୍ରଭାବ ପକାଇବା ଆରମ୍ଭ କଲାଣି, ଏ କଥା ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟକର, ଭାବିଲେ ତା ଠୁ ବି ଆହୁରି ଆଶ୍ଚର୍ଯ୍ୟ ଲାଗୁଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
