ଅଫିସରେ ନିର୍ଯାତିତା ହେଲେ କର୍ମଚାରୀ, ନେଲେ ଚରମ ନିଷ୍ପତ୍ତି

ଯୁବତୀଜଣକ ନୋଏଡାସ୍ଥିତ ଏକ ବ୍ୟାଙ୍କରେ ଟେଲି କଲର ଭାବେ କାମ କରୁଥିଲେ। ମାତ୍ର ସେଠାରେ ଗତ କିଛି ଦିନ ହେଲା ସେ ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର ହେଉଥିଲେ।

Yong Girl

ଯୁବତୀ । (ଫାଇଲ ଫଟୋ)

Niharika Rout
  • Published: Thursday, 18 July 2024
  • Updated: 18 July 2024, 01:23 PM IST

Sports

Latest News

ଅଫିସରେ କାମ କରିବା କଷ୍ଟକର ହୋଇ ପଡ଼ିଲା । ଉପରିସ୍ଥ ଅଧିକାରୀଙ୍କ ଶାରୀରିକ ଓ ମାନସିକ ନିର୍ଯାତନା ଅସହ୍ୟ ହେଲା। ଶେଷରେ ଝୁଲି ପଡ଼ିଲେ ୨୭ ବର୍ଷୀୟା ଯୁବତୀ। ଏପରି ଏକ ଅଭାବନୀୟ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି।

ଯୁବତୀଜଣକ ନୋଏଡାସ୍ଥିତ ଏକ ବ୍ୟାଙ୍କରେ ଟେଲି କଲର ଭାବେ କାମ କରୁଥିଲେ। ମାତ୍ର ସେଠାରେ ଗତ କିଛି ଦିନ ହେଲା ସେ ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର ହେଉଥିଲେ। ଏନେଇ ସେ କିଛି ଦିନ ପୂର୍ବେ ପରିବାର ଲୋକଙ୍କୁ ବି ଜଣାଇଥିଲେ।

ମାତ୍ର ଏହା ଅସହ୍ୟ ହେବାରୁ ମାନସିକ ଭାବେ ବିଚଳିତ ରହୁଥିବା ଯୁବତୀଜଣକ ଶେଷରେ ନିଜ ଜୀବନ ହାରିଛନ୍ତି। ସେ ଘରେ ଥିବା ବେଳେ କିଛି ବିଷାକ୍ତ ପଦାର୍ଥ ଖାଇ ଦେଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ଜିଟିବି ହସ୍ପିଟାଲ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା।

Also Read

ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି। ଯୁବତୀଙ୍କ ରୁମ୍‌ରୁ ଏକ ସୁଇସାଇଡ ନୋଟ୍‌ ମିଳିଥିବା ବେଳେ ସେଥିରେ ସେ ନିଜ ଉପରେ ବିତିଥିବା ନିର୍ଯାତନା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏହାପରେ ପରିବାର ଲୋକଙ୍କ ସୂଚନା ଆଧାରରେ ପୁଲିସ୍‌ ବ୍ୟାଙ୍କର ୩ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାଯାଇଛି।

ଦିଲ୍ଲୀର ଆସିଷ୍ଟାଣ୍ଟ ପୁଲିସ୍‌ କମିଶନର ରବି କୁମାର ସିଂହ କହିଛନ୍ତି, ମୃତା ଯୁବତୀଙ୍କ ଅଫିସର ସିସିଟିଭି ଯାଞ୍ଚ କରାଯାଉଛି। ଏଥିସହ ତାଙ୍କ ସହ କାମ କରୁଥିବା ଅନ୍ୟ ସହଯୋଗୀଙ୍କୁ ବି ପଚରାଉଚରା କରାଯିବ । ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story