Advertisment

‘ବିଦା ହେଲେ ୩ ପୋଷ୍ଟ ମାଷ୍ଟର’

ଯାଞ୍ଚ ବେଳେ ଧରିପଡ଼ିଥିଲେ ଜଣେ, ଚାକିରିରୁ ବିଦା ହେଲେ ୩ ପୋଷ୍ଟ ମାଷ୍ଟର। ଜାଲ ସାର୍ଟଫିକେଟରେ ପୋଷ୍ଟାଲ ଚାକିରି ମହଙ୍ଗା ପଡ଼ିଛିl ଯାଞ୍ଚ ବେଳେ ସାର୍ଟିଫିକେଟ ଜାଲ ବୋଲି ଜଣାପଡ଼ିବା ପରେ ଥାନାରେ ମାମଲା ରୁଜୁ ହୋଇଥିଲାl ପୁଣି ଥରେ ଟାଉନ ଥାନା ଅଧୀନ କେନ୍ଦ୍ରାପଡ଼ା ଡାକ ଡିଭିଜନ୍‌ରେ ଜାଲ ସାର୍ଟଫିକେଟ ଦେଇ ଚାକିରି କରିଥିବା ୩ ଜଣଙ୍କୁ ଚାକିରିରୁ ବିଦା କରାଯାଇଛି ବୋଲି ଡାକ ଅଧୀକ୍ଷକ ଦେବରାଜ ସେଠୀ କହିଛନ୍ତି।

author-image
Debendra Prusty

Odisha Post Master Fake Certificate