‘ରୋହିତଙ୍କ ଉପରେ ରାଗିଛନ୍ତି 5ଟି ସଚିବ’ | Odisha Reporter
'ରୋହିତ ପୂଜାରୀଙ୍କ ଉପରେ ରାଗିଛନ୍ତି 5ଟି ସଚିବ, ଏ ଗୋଟିଏ ଅଦ୍ଭୁତ ସରକାର, ମନ୍ତ୍ରୀଙ୍କ ରିଭ୍ୟୁ କରୁଛନ୍ତି ସଚିବ, ଭାରତର ଗୋଟିଏ ରାଜ୍ୟ ଓଡ଼ିଶା ଯେଉଁଠି ମନ୍ତ୍ରୀଙ୍କ ପ୍ରଦର୍ଶନକୁ ରିଭ୍ୟୁ କରୁଛନ୍ତି ସଚିବ।' କାହିଁକି ଏଭଳି କହିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
