Advertisment

'ରୋହିତ ପୂଜାରୀଙ୍କ ଉପରେ ରାଗିଛନ୍ତି 5ଟି ସଚିବ’

ଏ ଗୋଟିଏ ଅଦ୍ଭୁତ ସରକାର। ମନ୍ତ୍ରୀଙ୍କ ରିଭ୍ୟୁ କରୁଛନ୍ତି ସଚିବ। ଭାରତର ଗୋଟିଏ ରାଜ୍ୟ ଯେଉଁଟି ମନ୍ତ୍ରୀଙ୍କ ପ୍ରଦର୍ଶନକୁ ରିଭ୍ୟୁ କରୁଛନ୍ତି ସଚିବ ବୋଲି କହିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।

Advertisment

'ରୋହିତ ପୂଜାରୀଙ୍କ ଉପରେ ରାଗିଛନ୍ତି 5ଟି ସଚିବ, ଏ ଗୋଟିଏ ଅଦ୍ଭୁତ ସରକାର, ମନ୍ତ୍ରୀଙ୍କ ରିଭ୍ୟୁ କରୁଛନ୍ତି ସଚିବ, ଭାରତର ଗୋଟିଏ ରାଜ୍ୟ ଓଡ଼ିଶା ଯେଉଁଠି ମନ୍ତ୍ରୀଙ୍କ ପ୍ରଦର୍ଶନକୁ ରିଭ୍ୟୁ କରୁଛନ୍ତି ସଚିବ।' କାହିଁକି ଏଭଳି କହିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।

Advertisment
Odisha Politics Odisha Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe