Advertisment

‘୮୦ ବର୍ଷ ହେଲାଣି ଖାତିର ନାହିଁ’

ଦଳମତ ନିର୍ବିଶେଷରେ ଯୋଗ ଦିବସ ପାଳନ ନାରା ଦେଇ ମୁଳା ପଡ଼ିଆରେ ପହଞ୍ଚି ଯୋଗ କଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଯୋଗ କରିବା ସହ ୮୦ ବର୍ଷ ବୟସରେ ବି ସେ କେମିତି ଫିଟ୍ ଅଛନ୍ତି ତାର ମନ୍ତ୍ର ବଖାଣିଥିଲେ। ଅନ୍ତର୍ଜାତୀୟ ଯୋଗ ଦିବସ ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ସୁର। ଆଜିର ଯୁବପିଢ଼ି ନିଶା କବଳକୁ ଯାଉଛନ୍ତି ଏବଂ ଆତ୍ମହତ୍ୟା ସଂଖ୍ୟା ବଢ଼ିବା ନେଇ ଚିନ୍ତା ପ୍ରକାଶ କରିବା ସହ ଯୋଗ ହିଁ ଏହାର ଏକମାତ୍ର ନିରାକରଣ ବୋଲି କହିଥିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।

author-image
Debendra Prusty

Odisha Narendra Modi Sura Routray International Yoga Day