Advertisment

'ଅରବିନ୍ଦ ଢ଼ାଲି ପିସି ବିଧାୟକ'

ବିଜେଡି ବିଧାୟକଙ୍କ କୁଶପୁତ୍ତଳିକା ଦାହ କଲେ ଆଉ ଚପଲରେ ପିଟିଲେ। ବିଧାୟକ ଅରବିନ୍ଦ ଢାଲିଙ୍କୁ ଘୋର ବିରୋଧ କଲେ ବିଜେଡି କର୍ମୀ। ଅସନ୍ତୁଷ୍ଟ ବିଜେଡି କର୍ମୀ କହିଲେ, ‘ଅରବିନ୍ଦ ଢାଲି ପିସି ବିଧାୟକ। ଜୟଦେବ ନିର୍ବାଚନମଣ୍ଡଳୀରେ ବିଜେଡିର ଗୋଷ୍ଠୀ କନ୍ଦଳ ଜଳଜଳ ଦିଶୁଛି। ଜନସାଧାରଣଙ୍କ ହିତକର କାର୍ଯ୍ୟ କରି ନାହାନ୍ତି ବିଜେଡି ବିଧାୟକ। ବିଧାୟକ କହିଲେ, ‘ସହଯୋଗ ବଦଳରେ ବିରୋଧ କରୁଛନ୍ତି’।

author-image
Debendra Prusty

Odisha BjD Bjd Mla PC