\'ଛାଇ ଦେଖି ଡ଼ରିଗଲାଣି ବିଜେଡି\' BJD Leaders Fear Over IT Raid || Odisha Reporter
ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଆଇଟି ରେଡ୍। ଆୟକର ରିଟର୍ଣ୍ଣରେ ଗଡ଼ବଡ଼ ଥିବା ଯୋଗୁଁ ଏହି ରେଡ୍ ହେଉଛି। ସମ୍ବଲପୁରଠାରୁ ଆରମ୍ଭ କରି ବ୍ରହ୍ମପୁର, ସୋରଠାରୁ ଆରମ୍ଭ କରି ନୟାଗଡ଼ ଯାଏଁ ବିଭିନ୍ନ ସ୍ଥାନରେ ଆଇଟି ରେଡ୍ ହୋଇଛି। ରେଡ୍ ହୋଇଥିବା କିଛି ଲୋକଙ୍କ ସରକାରୀ ଦଳ ବିଜେଡି ସହ ଭଲ ସମ୍ପର୍କ ରହିଛି। ଏମାନେ ପଲଟିକାଲ ଫାଇନାନ୍ସ କରୁଥିବା ଜଣାପଡୁଛି। ଜିଲ୍ଲାରେ ସରକାରୀ ଦଳ ଏବଂ ବାବୁଙ୍କ ସହ ଏମାନଙ୍କ ତାଳମେଳ ଭଲ ରହିଥିବା କାରଣରୁ ଏମାନଙ୍କୁ ସବୁ କ୍ଷେତ୍ରରେ ଫାଇଦା ମିଳୁଥିବା ଅଭିଯୋଗ ହେଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
