ବିଜେଡ଼ିରେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ହସ୍ତକ୍ଷେପରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଲେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ୟାମା ପ୍ରସାଦ ବେହେରା। ଦଳର ଆଭ୍ୟନ୍ତରୀଣ ବ୍ୟାପାରରେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ହସ୍ତକ୍ଷେପ ଗ୍ରହଣ ଯୋଗ୍ୟ ନୁହେଁ କହି ଦଳ ଛାଡ଼ିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ପତ୍ର ପଠାଇଦେଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Odisha
୫-ଟି ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି?
୫-ଟି ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆସିଲା ନିର୍ଦ୍ଦେଶ। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ। ୫-ଟି ସଚିବଙ୍କ ସମାବେଶ ଉପରେ ଚିଠି ଲେଖିଥିଲେ ରାଜ୍ୟ ବିଜେପି ନେତା। ବିଜେପି ସଭାପତି ମନମୋହନ ସାମଲ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ଲେଖିଥିଲେ। ଏବେ ସମସ୍ତଙ୍କ ନଜର ମୁଖ୍ୟ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ।

Odisha
‘ଏଥର ମୁଖ୍ୟମନ୍ତ୍ରୀ କ’ଣ କରିବେ?’
ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥାରେ ଥିବା କିଛି ଅଧିକାରୀ ନିୟମକାନୁନ ଭଙ୍ଗ କରିଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ସାମ୍ୱାଦିକ ପ୍ରସନ୍ନ ମହାନ୍ତି।

Odisha
ସୌମ୍ୟଙ୍କ ଗୋଟେ ଲେଖା ହଲାଇଦେଲା ବିଜେଡିକୁ
ବିଜେଡିର ସିଷ୍ଟମକୁ ହଲାଇ ଦେଇଛି କି ସୌମ୍ୟଙ୍କ ଆମ ଘରର ହାଲଚାଲ ? ଲାଗୁଛି ଆମ ଘର ହାଲଚାଲ ହାଲତ ଖରାପ କରିଦେଇଛି ବିଜେଡିର ଲେଖାପଢି।