‘ବିଜେଡି ନେତା କହୁଛନ୍ତି ପାଣ୍ଡିଆନ ଆମ ମୁଖ୍ୟମନ୍ତ୍ରୀ’ | Odisha Reporter
୫-ଟି ସଚିବ ଯଦି ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି ସେଥିପାଇଁ ନିର୍ବାଚିତ ପ୍ରତିନିଧି, ବିଧାୟକ ଓ ମନ୍ତ୍ରୀ ମାନେ ଦାୟୀ। ଜଣେ ସାଂସଦ ପାଣ୍ଡିଆନ ସାର୍ ଆମ ମୁଖ୍ୟମନ୍ତ୍ରୀ ବୋଲି କହିଲେଣି। ଲାଗୁଛି ରାଜ୍ୟରେ ଲୋକ ପ୍ରତିନିଧିମାନଙ୍କର ଆଉ ସ୍ୱାଭିମାନ ନାହିଁ। ଟିକେଟ କଟିବା ଭୟରେ ସବୁ ଚୁପ ବସିଛନ୍ତି। ନେତାଙ୍କୁ ଯେବେ ଲୋକେ ପ୍ରଶ୍ନ କରି କହିବେ ପାଣ୍ଡିଆନ ସବୁ କଲେ ତୁମେ କଣ କଲ, ସେବେ ସେମାନେ ବୁଝିବେ ବୋଲି କହିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
