Advertisment

‘ନବୀନଙ୍କ ଯୋଗୁଁ ବିଜେଡି ବିଧାୟକ ବିଜେପି ଟଚରେ’

ବିଜେଡି ମୁକ୍ତ ଓଡ଼ିଶା ଗଠନର ବାସ୍ତବତା ରହିଛି ନା ଏହା ଏକ ରାଜନୈତିକ ବୟାନବାଜି? ବିଜେପି ବିଜେଡି ମଧ୍ୟରେ ଏବେ ବି ରହିଛି କି ଭିତିରି ସଂପର୍କ? ବିଜେଡିରୁ ବିଜେପି ଆସିବାକୁ ଥିବା ନେତାମାନେ ବିଜେପି ଉପରେ ଭରସା କରିପାରୁଛନ୍ତି ତ? ବିଜେପି ଭିତରେ ଥିବା ଗୋଷ୍ଠୀ କନ୍ଦଳ ବିରୋଧରେ କେମିତି ଲଢୁଛି ବିଜେପି? ଆସନ୍ତା ଦୁଇ ମାସ ମଧ୍ୟରେ କ’ଣ ହେବ ବଡ଼ ପରିବର୍ତ୍ତନ? ଏ ସଂପର୍କରେ ଅଧିକ ଆଲୋଚନା କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

author-image
Debendra Prusty

Naveen Patnaik Bjp BjD Odisha Manmohan Samal