ରାଜ୍ୟ ରାଜନୀତିରେ ଏବେ ଫାଇବ-ଟି ଓ୍ୱାର। ବିରୋଧୀ ଦଳ ଡିଓପିଟିର ଚିଠିକୁ ଆଟମ ବମ୍ କହୁଥିବା ବେଳେ ସରକାରୀ ଦଳ କହୁଛନ୍ତି ଏଇଟା କିଛି ନାହିଁ। ଆଉ ଏଭଳି କିଛି କଥାକୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି।