Advertisment

‘ଝାରପଡ଼ାକୁ ଡରି ବିଜେଡିର ସମର୍ଥନ’

ନୂଆ ସଂସଦ ଭବନର ଲୋକାର୍ପଣ ଉତ୍ସବରେ ଯୋଗଦେବ ବିଜେଡି। ଗତକାଲି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଏକଥା ସ୍ପଷ୍ଟ କରିଛି ବିଜେଡି। ହେଲେ ବିଜେଡିର ଏହି ସମର୍ଥନ ବୋଧେ ବେଶ ବାଧିଛି କଂଗ୍ରେସ ଦଳକୁ।

Advertisment

ନୂଆ ସଂସଦ ଭବନର ଲୋକାର୍ପଣ ଉତ୍ସବରେ ଯୋଗଦେବ ବିଜେଡି। ଗତକାଲି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଏକଥା ସ୍ପଷ୍ଟ କରିଛି ବିଜେଡି। ହେଲେ ବିଜେଡିର ଏହି ସମର୍ଥନ ବୋଧେ ବେଶ ବାଧିଛି କଂଗ୍ରେସ ଦଳକୁ। କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ କହିଛନ୍ତି ବିଜେଡି କେନ୍ଦ୍ରର ସବୁ ବିଲକୁ ସମର୍ଥନ କରି ଆସୁଛି। ଏଥିପାଇଁ ଏହି କାର୍ଯ୍ୟକ୍ରମରେ ମଧ୍ୟ ଦଳ ସାମିଲ ହେଉଛି। ହେଲେ ପ୍ରକୃତ କଥା ସେୟା ନୁହେଁ। ବିଜେଡି ପୁରା ଭୟଭିତ ହୋଇ ଏଭଳି କାମ କରିଛି। ନିୟମ ଦୃଷ୍ଟିରୁ ଏହାକୁ ରାଷ୍ଟ୍ରପତି ଉଦଘାଟନ କରିବା କଥା ବୋଲି କଂଗ୍ରେସ କହିଛି। ସୁର କହିଛନ୍ତି ସିବିଆଇ, ଇଡି ଏବଂ ଇନକମ୍ ଟ୍ୟାକ୍ସ ରେଡ ଭୟରେ ବିଜେଡି ବାଧ୍ୟ ହୋଇ ଏହା କରୁଛି। 

Advertisment
Congress Sura Routray New Parliament Building
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe