‘ବିଜେଡିରେ ବିସ୍ଫୋରଣ ହେବ’ | Odisha Reporter
Advertisment
ସିଟିଂ ଏମଏଲଏଙ୍କ ସହ କଥା ହେଉଛୁ, ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି। ସବୁ ଏମଏଲଏ ଆମ କଣ୍ଟାକ୍ଟରେ ରହିଛନ୍ତି। କଥା ହେଉଛୁ ଆଗକୁ ବିଜେଡିରେ ବିସ୍ଫୋରଣ ହେବ ବୋଲି କହିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us