ବାଉନ୍ସର ନାଁ\'ରେ ଜାଗା ଦଲାଲ ! || Police Arrests Bouncers Gang For Illegal Possession ||Odisha Reporter
Advertisment
କମିଶନରେଟ ପୁଲିସ୍ କବ୍ଜାରେ ରାଜଧାନୀର ଦୁର୍ଦ୍ଦାନ୍ତ ‘ବାଉନ୍ସର ଗ୍ୟାଙ୍ଗ’। ବଳିଷ୍ଠ ଚେହେରା ସାଙ୍ଗକୁ ଦେହରେ ଟାଟୁ କରିଥିବା ଏହି ଯୁବକମାନେ ବିବାଦୀୟ ଜମି ଅକ୍ତିଆର କରାଇବାକୁ ନେଉଥିଲେ ସୁପାରୀ। ଆଉ ଏବେ ପୁଲିସ୍ ଗ୍ୟାଙ୍ଗର ୭ ସଦସ୍ୟଙ୍କୁ ଗିରଫ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us