Advertisment

‘ମୋ ପୁଅ ଲୋ..ମୁଁ ଦେଖିପାରୁନି’

ବାଣୀବିହାର କ୍ୟାମ୍ପସ ମଧ୍ୟରେ ଥିବା ଜଗନ୍ନାଥ ମନ୍ଦିର ପଛପଟେ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତିଙ୍କ ନାଁ କାଳିଆ। କାଳିଆ ତାଙ୍କ ପରିବାରଙ୍କ ସହ ବାଣୀବିହାର କ୍ୟାମ୍ପସରେ ରୁହନ୍ତି। ମୃତ୍ୟୁର କାରଣ ଅସ୍ପଷ୍ଟ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

author-image
Debendra Prusty

ବାଣୀବିହାର କ୍ୟାମ୍ପସ ମଧ୍ୟରେ ଥିବା ଜଗନ୍ନାଥ ମନ୍ଦିର ପଛପଟେ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତିଙ୍କ ନାଁ କାଳିଆ। କାଳିଆ ତାଙ୍କ ପରିବାରଙ୍କ ସହ ବାଣୀବିହାର କ୍ୟାମ୍ପସରେ ରୁହନ୍ତି। ମୃତ୍ୟୁର କାରଣ ଅସ୍ପଷ୍ଟ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। 

Advertisment
Odisha Suicide Crime