‘ମୁଖ୍ୟମନ୍ତ୍ରୀ ସାମ୍ବାଦିକଙ୍କ ନିକଟକୁ ଆସିବାକୁ ଚାହାନ୍ତି ନାହିଁ’ କିଛି ଏଭଳି କହିଛନ୍ତି ବରିଷ୍ଠ ସମ୍ବାଦିକ ରବି ଦାସ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
୨୩ ବର୍ଷର ବିକାଶ, ଦେଖନ୍ତୁ ଆଉ ଜାଣନ୍ତୁ
ବିଜେଡି କାର୍ଯ୍ୟାଳୟର ଦୁଇଟି ଦୃଶ୍ୟ ଆପଣଙ୍କ ସାମ୍ନାରେ ଅଛି। ଗୋଟିଏ ପୂର୍ବର ଆଉ ଗୋଟିଏ ଏବେର। ୨୩ ବର୍ଷର ବିଜେଡି ଶାସନରେ ଇଏ ହେଉଛି ବିଜେଡିର ବିକାଶ। ମାତ୍ର ଦୁଇ ବର୍ଷରେ ବଦଳିଯାଇଛି ବିଜେଡି କାର୍ଯ୍ୟାଳୟର କାୟାକଳ୍ପ।
Politics
‘କେତେ ଖର୍ଚ୍ଚ ହୋଇଛି ବାପାକୁ ପଚାର’
ରାଜ୍ୟବାସୀଙ୍କ ପାଇଁ ଲୋକାର୍ପିତ ହୋଇଛି ଶଙ୍ଖ ଭବନ। ଗରିବ ରାଜ୍ୟରେ ଧନୀ ଦଳ ବିଜୁ ଜନତା ଦଳ ତରଫରୁ ଆଖି ଖୋସି ହୋଇଗଲା ଭଳି ଅଟ୍ଟାଳିକା ସହରର ଛାତି ଉପରେ ଛିଡା କରାଯାଇଛି।
Odisha
କୂଆପଥର ମାଡ଼ରେ ସବୁକିଛି ଛାରଖାର ହୋଇଯାଇଛି
ଧାନ ସବୁ ପାଚି ଆସିଥିଲା। ଆଉ ୮ କି ୧୦ ଦିନ ପରେ କଟାଯାଇଥାନ୍ତା। ହେଲେ ସେ ସ୍ବପ୍ନ ଭାଙ୍ଗିଗଲା। ପାଚିଲା ଧାନ ସବୁ ବିଲରେ ବିଛୁଡ଼ି ହୋଇ ପଡ଼ିଛି। ଗଛରେ କେଣ୍ଡା ସିନା ଅଛି ହେଲେ ସେଥିରେ ଧାନ ନାହିଁ।
Crime
କି ଦୋଷ କରିଥିଲେ ଦୁଇ ନିରୀହ ନାବାଳିକା?
କି ଦୋଷ କରିଥିଲେ ଦୁଇ ନିରୀହ ନାବାଳିକା? କାହିଁକି ତାଙ୍କୁ ମିଳୁନି ନ୍ୟାୟ? ଓଡ଼ିଶାରେ ମାଆ-ଭଉଣୀ କେତେ ସୁରକ୍ଷିତ? କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଅଞ୍ଚଳରୁ ଗଣଦୁଷ୍କର୍ମ ଅଭିଯୋଗ ଆସିବା ପରେ ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।