‘ଜରୁରୀ ଥିଲେ ବାହାରକୁ ଆସନ୍ତୁ’ | Odisha Reporter
‘କର୍ଫ୍ୟୁବେଳେ ଜରୁରୀ କାମ ଥିଲେ ବାହାରକୁ ଆସନ୍ତୁ’
ସମ୍ବଲପୁର ସହରରେ ଲାଗୁ ହୋଇଛି କର୍ଫ୍ୟୁ। ମଧ୍ୟ ରାତ୍ରି ୧୨ଟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି କର୍ଫ୍ୟୁ। ସମ୍ବଲପୁର ସହରର ୬ଟି ଥାନା ଅଂଚଳରେ ଏହି କର୍ଫ୍ୟୁ ଜାରି କରାଯାଇଛି। ଏନେଇ ଶୁଣନ୍ତୁ କଣ କହିଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ।
‘ଜରୁରୀ ଥିଲେ ବାହାରକୁ ଆସନ୍ତୁ’ | Odisha Reporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
