\'9 ମିନିଟ ପଛରେ ଅଦୃଶ୍ୟ ଶକ୍ତିର ଷଡ଼ଯନ୍ତ୍ର’ || Power Failure During President Speech || Odisha Reporter
Advertisment
ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ୯ ମିନିଟ ବିଜୁଳି ବିଭ୍ରାଟ ଘଟଣାରେ ଜିଲ୍ଲା ପ୍ରଶାସନ ସମେତ ସରକାରଙ୍କୁ ସମାଲୋଚନା କରିଛି ଜିଲ୍ଲା ବିଜେପି। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଜିଲ୍ଲାର ପୁଲିସ ଏବଂ ପ୍ରଶାସନ ପକ୍ଷରୁ ମକଡ୍ରିଲ କରିବା ସତ୍ତ୍ବେ ରାଷ୍ଟ୍ରପତିଙ୍କୁ ଦୀର୍ଘ ୯ ମିନିଟ ଧରି ଅନ୍ଧାରରେ ରହିବାକୁ ପଡ଼ିଲା। ସେପଟେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୟୂରଭଞ୍ଜ ବଡ଼ସାହିର ବିଧାୟକ ସନାତନ ବିଜୁଳି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us