ପ୍ରଥମେ ୧୬୪ ରେକର୍ଡ କରାଗଲା। ପରେ ୪ ଜଣିଆ ମେଡିକାଲ ଟିମ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କଲେ। ସବୁକିଛି ଠିକଠାକ ଥିବା ଆସିଲା ରିପୋର୍ଟ। ପରେ ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ବି କରାଗଲା। ଜେଏମଏଫସି କୋର୍ଟ ମନା କଲେ ପରେ ଏଡିଜେ କୋର୍ଟ ବି କ୍ରାଇମବ୍ରାଞ୍ଚ ବିପକ୍ଷରେ ରାୟ ଦେଲେ। ଏବେ କ୍ରାଇମବ୍ରାଞ୍ଚର ଆଭିମୁଖ୍ୟ ଦେଖି କୋର୍ଟ ବି ସନ୍ଦେହ କଲେଣି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।