‘କ୍ରାଇମବ୍ରାଞ୍ଚ ଆଭିମୁଖ୍ୟକୁ ନେଇ ସନ୍ଦେହ କଲେଣି କୋର୍ଟ’ | Odisha Reporter
Advertisment
ପ୍ରଥମେ ୧୬୪ ରେକର୍ଡ କରାଗଲା। ପରେ ୪ ଜଣିଆ ମେଡିକାଲ ଟିମ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କଲେ। ସବୁକିଛି ଠିକଠାକ ଥିବା ଆସିଲା ରିପୋର୍ଟ। ପରେ ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ବି କରାଗଲା। ଜେଏମଏଫସି କୋର୍ଟ ମନା କଲେ ପରେ ଏଡିଜେ କୋର୍ଟ ବି କ୍ରାଇମବ୍ରାଞ୍ଚ ବିପକ୍ଷରେ ରାୟ ଦେଲେ। ଏବେ କ୍ରାଇମବ୍ରାଞ୍ଚର ଆଭିମୁଖ୍ୟ ଦେଖି କୋର୍ଟ ବି ସନ୍ଦେହ କଲେଣି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us