\'ଡାକୋଟା ନୀଳବର୍ଣ୍ଣ ଶୃଗାଳ ଭଳି ଦେଖା ଯାଉଛି\' | Odisha Reporter
ଭୁବନେଶ୍ୱର ବିମାନ ବନ୍ଦରରେ ଥିବା 'ଡାକୋଟା' ବିମାନକୁ ମାଳ, ମହାପ୍ରସାଦ, ମହାଦୀପ ଏବଂ ପତିତପାବନ ବାନା ଦେଇ ସ୍ୱାଗତ କଲା ଜଗନ୍ନାଥ ସେନା। ସଫଳ ହେଲା ଶ୍ରୀ ଜଗନ୍ନାଥ ସେନାର ଆନ୍ଦୋଳନ ଓଡ଼ିଶା ଫେରିଲା ବିଜୁବାବୁଙ୍କ ପ୍ରିୟ ଐତିହାସିକ ଡାକୋଟା ବିମାନ। ହେଲେ ଏହି ଡାକୋଟା ବିମାନ ନୀଳବର୍ଣ୍ଣ ଶୃଗାଳ ଭଳି ଦେଖା ଯାଉଛି। ଏହା ବିଜୁ ବାବୁଙ୍କ ଡାକୋଟା ଭଳି ଦେଖା ଯାଉନି। ଏୟାରଫୋର୍ସ ବିମାନ ଭଳି ରଙ୍ଗ ଦେଇ ଥୋଇ ଦେଇଛନ୍ତି ବୋଲି କହିଛନ୍ତି ଶ୍ରୀ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
